ETV Bharat / city

ରାଜ୍ୟରେ ଦୈନିକ ସାଢ଼େ 3 ଲକ୍ଷ ଟିକା ଟାର୍ଗେଟ

author img

By

Published : Aug 28, 2021, 10:41 PM IST

ଦୈନିକ ସାଢ଼େ 3 ଲକ୍ଷ ଟିକାଦାନ ଟାର୍ଗେଟ ପୂରଣ କରିବାକୁ ନିର୍ଦ୍ଦେଶ । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସିଡ଼ିଏମଓ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ACS । ଅଧିକ ପଢନ୍ତୁ...

ରାଜ୍ୟରେ ଦୈନିକ ସାଢ଼େ 3 ଲକ୍ଷ ଟିକା ଟାର୍ଗେଟ
ରାଜ୍ୟରେ ଦୈନିକ ସାଢ଼େ 3 ଲକ୍ଷ ଟିକା ଟାର୍ଗେଟ

ଭୁବନେଶ୍ବର: ଏଣିକି ଦୈନିକ ସାଢ଼େ 3 ଲକ୍ଷ ଟୀକାକରଣ ଟାର୍ଗେଟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସିଡ଼ିଏମଓ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ ଦୈନିକ ସାଢ଼େ 3 ଲକ୍ଷ ଟିକା ଟାର୍ଗେଟ
ରାଜ୍ୟରେ ଦୈନିକ ସାଢ଼େ 3 ଲକ୍ଷ ଟିକା ଟାର୍ଗେଟ

ମାସିକ ଟିକା ଆବଣ୍ଟନକୁ ପ୍ରାୟ ଦ୍ୱିଗୁଣିତ କରାଯିବ। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାରେ ଟୀକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ଦ୍ୱିତୀୟ ହିତାଧିକାରୀଙ୍କୁ ଟୀକାକରଣକୁ ପ୍ରାଥମିକ ଭାବରେ ଗୁରୁତ୍ୱ ଦିଆଯିବ। ସରକାରୀ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ଟୀକାକରଣ କରଯିବ। ସମସ୍ତ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଟୀକାକରଣ କରାଯିବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.