ETV Bharat / city

ଦୁର୍ବଳ ହେଲା ବାତ୍ୟା ୟସ, ମୁହାଁଇଛି ମୟୂରଭଞ୍ଜ

ଶେଷ ହେଲା ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସକାଳ ୧୦.୩୦ ରୁ ୧୧.୩୦ ମଧ୍ୟରେ ଶେଷ ହୋଇଛି ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏବେ ମୟୂରଭଞ୍ଜ ମୁଁହା ବାତ୍ୟା ୟସ । ଅଧିକ ପଢନ୍ତୁ...

ଦୁର୍ବଳ ହେଲା ବାତ୍ୟା ୟସ
ଦୁର୍ବଳ ହେଲା ବାତ୍ୟା ୟସ
author img

By

Published : May 26, 2021, 5:32 PM IST

ଭୁବନେଶ୍ବର: ଶେଷ ହେଲା ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସକାଳ ୧୦.୩୦ ରୁ ୧୧.୩୦ ମଧ୍ୟରେ ଶେଷ ହୋଇଛି ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏବେ ମୟୂରଭଞ୍ଜ ମୁଁହା ବାତ୍ୟା ୟସ । ସାମୁଦ୍ରିକ ଝଡ଼ ୟସ ବାଲେଶ୍ୱର ଠାରୁ ୨୦ କି.ମି ଦକ୍ଷିଣରେ ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇ ଆଗକୁ ମାଡି ଚାଲିଛି, କ୍ରମଶଃ ଆଗକୁ ଏହା ଅଧିକ ଦୁର୍ବଳ ହେବ । ଫଳରେ ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳରେ ବର୍ଷାର ପ୍ରଭାବ କମିଛି । ଏବେ ବାତ୍ୟା ମୟୂରଭଞ୍ଜ ମୁଁହା ହୋଇ ଆଗକୁ ବଢୁଛି । ୧୦୦ କି.ମି ବେଗରେ ପବନ ବହୁଛି ।

ଦୁର୍ବଳ ହେଲା ବାତ୍ୟା ୟସ
ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଅଞ୍ଚଳରେ ଜୁଆର ଉଠିବା ସହ ପ୍ରବଳ ବର୍ଷା ଯୋଗୁଁ ଉପକୂଳିଆ ଗାଁ ଗୁଡିକରେ ପାଣି ପଶିଛି ।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.