ETV Bharat / city

Cyclone Jawad Update: ବଳ ହରାଉଛି ଜୱାଦ ! ଘଣ୍ଟା ପ୍ରତି ୪ କିମି ବେଗରେ ଆସୁଛି

ଘଣ୍ଟା ପ୍ରତି ୪ କିମି ବେଗରେ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି ଜଓ୍ବାଦ (Cyclone Jawad) । ଧୀରେ ଧୀରେ ଶକ୍ତି ହରାଇବା ସହ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ।

author img

By

Published : Dec 4, 2021, 10:29 AM IST

Updated : Dec 4, 2021, 10:41 AM IST

Cyclone Jawad Update: ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ଜଓ୍ବାଦ,ପାରାଦୀପ ଠାରୁ ୪୯୦ କିମି ଦୂରରେ

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ଜଓ୍ବାଦ (Cyclone Jawad) । ଘଣ୍ଟା ପ୍ରତି ୪ କିମି ବେଗରେ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି ଜଓ୍ବାଦ । ଧୀରେ ଧୀରେ ଶକ୍ତି ହରାଇବା ସହ ଗୋପାଳପୁର ଠାରୁ 340 କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ ପୁରୀ ଠାରୁ 410 କିମି ଦୂରରେ ଏବଂ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧାରେ ବର୍ଷା ଲାଗି ରହିଛି(heavy rainfall )।

Cyclone Jawad Update: ବଳ ହରାଉଛି ଜୱାଦ ! ଘଣ୍ଟା ପ୍ରତି ୪ କିମି ବେଗରେ ଆସୁଛି

ଆସନ୍ତାକାଲି ଏହା ପୁରୀ ପାଖାପାଖି ଗଭୀର ଅଵପାତର ରୂପ ନେବ। ଏହି ସମୟରେ ବର୍ଷାର ପ୍ରକୋପ ମଧ୍ୟ ଜାରି ରହିବ । ଏହାପରେ ଧିରେ ଧିରେ ବାତ୍ୟା ଜଓ୍ବାଦ ଦୁର୍ବଳ ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 4, 2021, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.