ETV Bharat / city

ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ: ରାଜଧାନୀରେ ମହିଳାଙ୍କ ସାଇକେଲ ଶୋଭାଯାତ୍ରା - ସ୍ତନ କର୍କଟ ସଚେତନତା ପାଇଁ ମହିଳାଙ୍କ ସାଇକେଲ ଶୋଭାଯାତ୍ରା

ଆଜାଦୀ କା ଅମୃତ ମହୋତ୍ସବ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ରାଜଧାନୀରେ ମହିଳାଙ୍କ ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ସ୍ତନ କର୍କଟ ସଚେତନତା ପାଇଁ ମହିଳାଙ୍କ ସାଇକେଲ ଶୋଭାଯାତ୍ରା

author img

By

Published : Oct 2, 2021, 10:29 AM IST

ଭୁବନେଶ୍ବର: ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସ୍ତନ କର୍କଟ ସଚେତନତା ପାଇଁ ମହିଳାଙ୍କ ସାଇକେଲ ଶୋଭାଯାତ୍ରା

ଏଥିରେ 75ଜଣ ମହିଳା ସାଇକେଲରେ ଶିଶୁଭବନ ନିକଟରୁ ବାହାରି ସ୍ତନ କର୍କଟ ରୋଗ ଓ ଏହାର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । କୋଭିଡ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ସ୍ମାର୍ଟ ସିଟି ଓ କ୍ରିୟା ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ମହିଳାଙ୍କ ପାଇଁ ସାଇକ୍ଲୋଥନର ଆୟୋଜନ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.