ETV Bharat / city

କଂଗ୍ରେସର ଅଭିଯୋଗକୁ ସଂସ୍କୃତି ମନ୍ତ୍ରୀଙ୍କ ଖଣ୍ଡନ - ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

ସରକାରୀ ଅର୍ଥକୁ ସଂସ୍କୃତି ମନ୍ତ୍ରୀ ଅପବ୍ୟବହାର କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ପରେ ମନ୍ତ୍ରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

PHOTO
ସଂସ୍କୃତି ମନ୍ତ୍ରୀ
author img

By

Published : Nov 27, 2019, 8:16 PM IST

ଭୁବନେଶ୍ବର: ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲା ରାଜ୍ୟ କଂଗ୍ରେସ । ଅଭିଯୋଗ ଅନୁସାରେ ମନ୍ତ୍ରୀ ସରକାରୀ ଅର୍ଥରେ ରୋଡ ଶୋ’ ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ 2 ଜଣ ମହିଳାଙ୍କୁ ସାଙ୍ଗରେ ନେଇ ଯାଇଥିଲେ । 2 ମହିଳାଙ୍କ ବିମାନ ଯାତାୟାତ ଖର୍ଚ୍ଚ ଓ ପଞ୍ଚତାରକା ହୋଟେଲରେ ରହିବା ବାବଦକୁ ସରକାରୀ ଅର୍ଥ ଖର୍ଚ୍ଚ କରିଛନ୍ତି। ମନ୍ତ୍ରୀଙ୍କ ସହ 2 ମହିଳା ଇଣ୍ଡିଗୋ ବିମାନରେ ଯାଇଥିଲେ ହାଇଦ୍ରାବାଦ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

editorial

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.