ETV Bharat / city

ଆଜିଠୁ CT ଓ B.ED ପ୍ରବେଶିକା ପରୀକ୍ଷା, ବିଭାଗ ପକ୍ଷରୁ କଡା କଟକଣା ଜାରି

ଆଜିଠୁ(ଗୁରୁବାର) ବିଇଡି ଓ ସିଟି ପାଠ୍ୟକ୍ରମ ନାମଲେଖା ପାଇଁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା । ଦୁଇଦିନ ଧିର ଚାଲିବ ପ୍ରବେଶିକା ପରୀକ୍ଷା । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଅଧିକ ପଢନ୍ତୁ...

ଆଜିଠୁ CT ଓ B.ED ପ୍ରବେଶିକା ପରୀକ୍ଷା, ବିଭାଗ ପକ୍ଷରୁ କଡା କଟକଣା ଜାରି
ଆଜିଠୁ CT ଓ B.ED ପ୍ରବେଶିକା ପରୀକ୍ଷା, ବିଭାଗ ପକ୍ଷରୁ କଡା କଟକଣା ଜାରି
author img

By

Published : Oct 7, 2021, 8:59 AM IST

ଭୁବନେଶ୍ବର: ଆଜିଠୁ(ଗୁରୁବାର) ବିଇଡି ଓ ସିଟି ପାଠ୍ୟକ୍ରମ ନାମଲେଖା ପାଇଁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା । ଦୁଇଦିନ ଧିର ଚାଲିବ ପ୍ରବେଶିକା ପରୀକ୍ଷା । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏ ନେଇ ବିଭାଗ ପକ୍ଷରୁ କଡା କଟକଣା କରାଯାଇଛି ।

ସିଟି ପ୍ରବେଶିକା ପରୀକ୍ଷା ଏସସିଇଆରଟି ଦ୍ବାରା ପରିଚାଳିତ ହେଉଥିବା ବେଳେ ବିଇଡି ଓ ବିଏଚଇଡି ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ହେଉଛି । କୋରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି ।

ଆଗ ପଛ ହୋଇ ଦୁଇଟି ଯାକ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଛି । ୭ ଓ ୮ ସିଟି ପରୀକ୍ଷା ହେବାକୁ ଥିବାବେଳେ ଆସନ୍ତା ୧୧ତାରିଖରେ ବିଇଡି ଓ ବିଏଚଇଡି ପରୀକ୍ଷା ହେବ । ଆଡମିଟ କାର୍ଡ ଦାଖଲ କରିବା ପରେ ହିଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ମିଳିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.