ETV Bharat / city

ଫୋକସରେ ସାଇବର କ୍ରାଇମ, ଆଡ଼ଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ - କ୍ରାଇମବ୍ରାଞ୍ଚ

ସୋସିଆଲ ମିଡିଆରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟାଙ୍କ ନାଁରେ ଆସୁଥିବା ମିଥ୍ୟା କଲ ପ୍ରତି ସତର୍କ ରୁହନ୍ତୁ । ତେବେ ଅନଲାଇନ ବ୍ୟାଙ୍କିଙ୍ଗ ଓ ପାସୱାର୍ଡର ସୁରକ୍ଷା ପ୍ରତି ସଚେତନତା ରହିବା ପାଇଁ ଆଡ଼ଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 18, 2019, 7:01 PM IST

ଭୁବନେଶ୍ୱର: ସାଇବର ଅପରାଧକୁ ନେଇ କ୍ରାଇମବ୍ରାଞ୍ଚର ନୂଆ ଆଡ଼ଭାଇଜରି ଜାରି । ନୂଆ ଟେକ୍ନୋଲୋଜିରେ ଅପରାଧ ହେଉଥିବାରୁ ଲୋକଙ୍କୁ ସଚେତନ କରିଛି କ୍ରାଇମବ୍ରାଞ୍ଚ ବିଭାଗ ।

ନିରାପଦ ଏଟିଏମ କାର୍ଡ ଓ ଇଣ୍ଟରନେଟ ବ୍ୟବହାରକୁ ଗୁରୁତ୍ୱ ଦେଇଛି କ୍ରାଇମ୍ବବ୍ରାଞ୍ଚ । ସୋସିଆଲ ମେଡିଆରେ ସତର୍କତା ଓ ସୁରକ୍ଷିତ ବ୍ୟବହାର, ବ୍ୟାଙ୍କ ନାଁରେ ଆସୁଥିବା ମିଥ୍ୟା କଲ ପ୍ରତି ସତର୍କ ରହିବା, ଅନଲାଇନ ବ୍ୟାଙ୍କିଙ୍ଗ ଓ ପାସୱାର୍ଡର ସୁରକ୍ଷା ପ୍ରତି ସଚେତନ ଅବଲମ୍ବନ କରିବା ପାଇଁ ଆଡ଼ଭାଇଜରି ଜାରି କରିଛି କ୍ରାଇମବ୍ରାଞ୍ଚ ।

1
ଆଡଭାଇଜରି

ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟକୁ କିଭଳି ସୁରକ୍ଷିତ ରଖିବେ:

- କାହାକୁ ନିଜର ବ୍ୟାଙ୍କ ଇନ୍ସୁରାନ୍ସ ଆକାଉଣ୍ଟର ତଥ୍ୟ ଫୋନ, ଇମେଲ ଆଦି କାହାରିକୁ ମେସେଜ ମାଧ୍ୟମରେ ଦିଅନ୍ତୁ ନାହିଁ । ଏହି ତଥ୍ୟ ମାଗୁଥିବା ବ୍ୟକ୍ତି ସାଇବର ଠକ । ତେଣୁ ସତର୍କ ରୁହନ୍ତୁ ।
- 16 ସଂଖ୍ୟା ବିଶିଷ୍ଟ ଏଟିଏମ କାର୍ଡ , କାର୍ଡର ସମୟ ସୀମା, କାର୍ଡ ପଛ ପାଖରେ ଥିବା ସିଭିଭି ନମ୍ବର ଆପଣଙ୍କ ଫୋନକୁ ଆସୁଥିବା ଓଟିପି ନମ୍ବର କାହାରିକୁ ଦିଅନ୍ତୁ ନାହିଁ । ସାଧାରଣତଃ ସାଇବର ଠକ ମାନେ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଅପଣଙ୍କୁ ଠକି ପାରନ୍ତି ।

- ଅପଣଙ୍କ ମୋବାଇଲ ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରନ୍ତୁ । ଯାହାକି ବ୍ୟାଙ୍କ ତଥ୍ୟ ଗୁଡିକ ଅପଣଙ୍କ ନମ୍ବରକୁ ଆସିବ ।

-ଇଣ୍ଟରନେଟ କିମ୍ବା କୋର ବ୍ୟାଙ୍କିଙ୍ଗ ନଥିବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ନିରାପତ୍ତା ଦୃଷ୍ଟିରୁ ଠିକ ନୁହେଁ । ତେଣୁ ଧ୍ୟାନ ରଖନ୍ତୁ ।
-ମାଗଣା ୱାଇଫାଇ ଜୋନରେ କୌଣସି ବ୍ୟାଙ୍କ ସମ୍ୱନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ ।
-ଅନଲାଇନ ବ୍ୟାଙ୍କିଙ୍ଗର ପାସୱାର୍ଡ ତଥ୍ୟ ଏଟିଏମ ପିନ୍ ନମ୍ବରକୁ ମଝିରେ ମଝିରେ ବଦଳାଇବା ଆବଶ୍ୟକ ।

5
ଆଡଭାଇଜରି

କାର୍ଡ ସମ୍ବନ୍ଧୀୟ ଅଭିଯୋଗ:

- ଏଟିଏମ କିମ୍ବା କ୍ରେଡିଟ କାର୍ଡ ସମ୍ୱନ୍ଧୀୟ କୌଣସି ଫ୍ରଡ଼ ଟ୍ରାଞ୍ଜକ୍ସନର ମେସେଜ ଅପଣଙ୍କ ଫୋନ ନମ୍ବରକୁ ଆସିଥାଏ ତେବେ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ । ପୁଣି ଥରେ ସେହି ଆକାଉଣ୍ଟରୁ ଟଙ୍କା କାରବାର ବନ୍ଦ କରନ୍ତୁ । ନିକଟସ୍ଥ ପୋଲିସ ଥାନାରେ ଲିଖିତ ଅଭିଯୋଗ କରନ୍ତୁ ।

- ଯଦି କୌଣସି ବ୍ୟକ୍ତି ଏଭାଳି ଠକାମିର ଶିକାର ହୁଅନ୍ତି ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିୟମାବଳୀ ଅନୁସାରେ ତିନିଦିନ ଭିତରେ ବ୍ୟାଙ୍କକୁ ଲିଖିତ ଆକାରରେ ଜଣାନ୍ତୁ । କିମ୍ବା ସିଏମଏସ ପୋଟାଲକୁ ଯାଇ ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ ଓ ଅପଙ୍କ ଅଭିଯୋଗ ବାବଦରେ ସମସ୍ତ ବିବରଣୀ ପ୍ରାପ୍ତ କରିପାରିବେ ।

4
ଆଡଭାଇଜରି

ପାସୱାର୍ଡ ସିକ୍ୟୁରିଟି:

- ବିଭିନ୍ନ ସୋସିଆଲ ମେଡିଆ ଆକାଉଣ୍ଟ ପାଇଁ ଭିନ୍ନ ଭିନ୍ନ ପାସୱାର୍ଡ ରଖନ୍ତୁ । କାହାକୁ ନିଜର ସୋସିଆଲ ମିଡିଆର ପାସୱାର୍ଡ ଦିଅନ୍ତୁ ନାହିଁ ।

-ଆକାଉଣ୍ଟକୁ ଦୁଇ ସ୍ତରୀୟ ସୁରକ୍ଷା ପ୍ରଦାନ କରନ୍ତୁ ।
10 ଅକ୍ଷର ବିଶିଷ୍ଟ କଷ୍ଟ ପାସୱାର୍ଡ ରଖନ୍ତୁ । ଯେଉଁଥିରେ ଅକ୍ଷର, ନମ୍ବର, ସ୍ୱତନ୍ତ୍ର ଚିହ୍ନ ରହିଥିବ।

-ପୁରୁଣା ପାସୱାର୍ଡକୁ ବ୍ୟବହାର କରନ୍ତୁ ନାହିଁ । ପାସୱାର୍ଡକୁ କମ୍ପୁଟର କି ନୋଟବୁକରେ ଲେଖନ୍ତୁ ନାହିଁ ।

-ଇଂରାଜୀ ଶବ୍ଦକୋଷରେ ଥିବା ଶବ୍ଦକୁ ପାସୱାର୍ଡ ଭାବରେ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ହ୍ୟାକରମାନେ ଅତି ସହଜରେ ଅପଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ କରିପାରିବେ ।

3
ଆଡଭାଇଜରି

ଶିଶୁମାନଙ୍କ ପାଇଁ ଇଣ୍ଟରନେଟର ସୁରକ୍ଷା:
- ପିଲାମାନେ କେଉଁ କେଉଁ ୱେବସାଇଟ ଦେଖୁଛନ୍ତି ସେ ବାବଦରେ ନଜର ରଖନ୍ତୁ ।

-ସୋସିଆଲ ମେଡିଆରେ ଆକାଉଣ୍ଟ ଖୋଲିବା ସମୟରେ ସେହି ୱେବସାଇଟର ପ୍ରାଇଭେସି ପଲିସିକୁ ଭଲ ଭାବରେ ପଢନ୍ତୁ ।
-ସୋସିଆଲ ମିଡିଆରେ ଆପଙ୍କର କୌଣସି ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ ।

-ସୋସିଆଲ ମେଡିଆ ଆକାଉଣ୍ଟରେ କୌଣସି ଗୁରୁତ୍ବପୂର୍ଣ୍ଣ ପୋଷ୍ଟ ହୋଇଥିବା ଜିନିଷକୁ ଠିକ ବୋଲି ଭାବି ଆଖିବୁଜି ବିଶ୍ୱାସ କରନ୍ତୁ ନାହିଁ ।

-ସୋସିଆଲ ମିଡିଆରେ କୌଣସି ଅଶ୍ଲୀଳ ଭାଷା ତଥା ଘୃଣ୍ୟ ଖରାପ ତଥ୍ୟ ପୋଷ୍ଟ କରନ୍ତୁ ନାହିଁ । ଏହା ଆଇନ ଅନୁଯାୟୀ ଅପରାଧ ।

-ପ୍ରତିଥର ସୋସିଆଲ ମେଡିଆରେ ଆକାଉଣ୍ଟ ଖୋଲିବା ପରେ ସାଇନ ଆଉଟ କିମ୍ବା ଲଗ ଆଉଟ କରନ୍ତୁ ।

-କୌଣସି ଅଜଣା ଲିଙ୍କକୁ ବ୍ଲକ କରନ୍ତୁ ନାହିଁ କି ଅଜଣା ମେଲରୁ ଡାଉନଲୋଡ କରନ୍ତୁ ନାହିଁ । ଏଥିରେ ଭାଇରସ ଥାଇପାରେ ଓ ଏଥିରେ ଆପଣଙ୍କ ତଥ୍ୟ ଚୋରି ହୋଇଯାଇପାରେ ।
-ମାଗଣା ୱାଇଫାଇ ଜୋନରେ ନିଜର ବ୍ୟାଙ୍କ ସମ୍ବନ୍ଧୀୟ କାମ କରନ୍ତୁ ନାହିଁ ।

ଏଟିଏମ କାର୍ଡ ବ୍ୟବହାର ଜନିତ ସାବଧାନତା:

- ଏଟିଏମ ପିନ ନମ୍ବର ମାରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

-ଏଟିଏମ ବୁଥ ନିକଟରେ ଅଜଣା ବ୍ୟକ୍ତିର ଚଳପ୍ରଚଳକୁ ଲକ୍ଷ୍ୟ ରଖନ୍ତୁ । ପିନ ନମ୍ବରକୁ ଲୁଚାଇ ମାରନ୍ତୁ ।

- ଏଟିଏମ କାର୍ଡ ତଥା ପିନ ନମ୍ବର କାହାରିକୁ ଦିଅନ୍ତୁ ନାହିଁ ।

-ଏଟିଏମ କାର୍ଡ ଚୋରି ହୋଇଗଲେ କିମ୍ବା ହଜିଗଲେ, ତୁରନ୍ତ ଏଟିଏମ କାର୍ଡକୁ ବ୍ଲକ କରନ୍ତୁ, ବ୍ୟାଙ୍କରେ ଏ ସମ୍ବନ୍ଧୀୟ ଲଖିତ ଭାବରେ ଜଣାନ୍ତୁ ।

-ନିଜର ଜନ୍ମ ତାରିଖ , ଘର ଠିକଣା, ମୋବାଇଲ ନମ୍ବରକୁ ଏଟିଏମ ପିନ ଭାବରେ ବ୍ୟବହାର କରନ୍ତୁ ନାହିଁ ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Intro:ସାଇବର ଅପରାଧୀ କୁ ନେଇ କ୍ରାଇମବ୍ରାଞ୍ଚ ର ନୂଆ ଆଡ଼ଭାଇଜରି।

ସାଇବର ଅପାରାଧି କୁ ନେଇ ଆଡ଼ଭାଇଜରି କରିଛି କ୍ରାଇମବ୍ରାଞ୍ଚ। ନୂଆ ଟେକ୍ନୋଲୋଜି ରେ ଅପରଧ ହେଉଥିବା ରୁ ସଚେତନ କଲା ବିଭାଗ। ନିରାପଦ ଏଟିଏମ କାର୍ଡ ଓ ଇଣ୍ଟରନେଟ ବ୍ୟବହାର କୁ ଗୁରୁତ୍ୱ ଦେଇଛି କ୍ରାଇମ୍ବବ୍ରାଞ୍ଚ। ସୋସିଆଲ ମେଡିଆ ରେ ସତର୍କ ଓ ସୁରଖୁତ ବ୍ୟବହାର। ବ୍ୟାଙ୍କ ନାମରେ ଅସୁଥିବା ମିଥ୍ୟ କଲ ପ୍ରତି ସତର୍କ ରହିବା ଓ ଅନଲାଇନ ବ୍ୟାଙ୍କିଙ୍ଗ ଓ ପାସ ୱାର୍ଡ ର ସୁରକ୍ଷା ପ୍ରତି ସଚେତନତା ରହିବା ପାଇଁ ଜାରି କଲା କ୍ରାଇମବ୍ରାଞ୍ଚ।

Body:ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟ କୁ କିଭଳି ଭାବରେ ସୁରକ୍ଷିତ ରହିବା ପାଇଁ ଟିପସ

1. କାହାରିକୁ ନିଜର ବ୍ୟାଙ୍କ ଇଂସୁରାନ୍ସ ଏକାଉଣ୍ଟର ତଥ୍ୟ ଫୋନ, ଇ ମେଲ ଆଦି କାହାରିକୁ ମେସେଜ ମାଧ୍ୟମରେ ଦିଅନ୍ତୁ ନାହିଁ।ଏହି ତଥ୍ୟ ମାଗୁଥଇବା ବ୍ୟକ୍ତି ଜଣ3 ସାଇବର ଠକ ଅଟନ୍ତି।

2. 16 ଟିକିଆ ଏଟିଏମ କାର୍ଡ , କାର୍ଡ ର ସମୟ ସୀମା, କାର୍ଡ ପଛ ପାଖ ରେ ଥିବା ସିଭିଭି ନମ୍ବର ଆପଣଙ୍କ ଫୋନେ କୁ ଆସୁଥିବା ଓପିଟି ନମ୍ବର କାହାରିକୁ ଦିଅନ୍ତୁ ନାହିଁ। ସାଧାରଣତଃ ସାଇବର ଠକ ମନେ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଅପଙନଙ୍କ ଠାରୁ ଠକୀ ପାରନ୍ତି।

3. ଅପନଙ୍କ ମୋବାଇଲ ନମ୍ବର କୁ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରନ୍ତୁ। ଯାହାକି ବ୍ୟାଙ୍କ ତଥ୍ୟ ଗୁଡିକ ଅପଙ୍କ ନମ୍ବର କୁ ଆସିବ।

4. ଇଣ୍ଟରନେଟ କିମ୍ବା କୋର ବ୍ୟାଙ୍କିଙ୍ଗ ନଥିବା ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ନିରାପତ୍ତା ଦୃଷ୍ଟିରୁ ଠିକ ନୁହେଁ।

5. ମାଗଣା ୱାଇଫାଇ ଜୋନରେ କୋୖଣସି ବ୍ୟାଙ୍କ ସମ୍ୱନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ।

6. ଅନଲାଇନ ବ୍ୟାଙ୍କିଙ୍ଗ ର ପାସ ୱାର୍ଡ ତଥ୍ୟ ଏଟିଏମ ପିନ ନମ୍ବରକୁ ମଝିରେ ମଝିରେ ବଦଳାଇବା ଆବଶ୍ୟକ।

କାର୍ଡ ସମ୍ବଧିୟ ଅଭିଯୋଗ।

1. ଆପଣ ମାନେ ଯଦି ଏଟିଏମ କିମ୍ବା କରେଡିଟ କାର୍ଡ ସମ୍ବଧିୟ କୌଣସି ଫ୍ରଡ଼ ଟ୍ରାଞ୍ଜକ୍ସନ ର ମେସେଜ ଅପଙ୍କ ଫୋନ ନମ୍ବର କୁ ଆସିଥାଏ ତେବେ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ। ପୁନରବାର ସେହି ଏକାଉଣ୍ଟର ଟଙ୍କା କାରବାର ବନ୍ଦ କରନ୍ତୁ। ନିକଟସ୍ଥ ପୋଲିସ ଥାନାରେ ଲିଖିତ ଭାବରେ ଅଭିଯୋଗ କରନ୍ତୁ।

2. ଯଦି କୌଣସି ବ୍ୟକ୍ତି ଏପରି ଭାବରେ ସ୍ୱୀକାର ହୁଅନ୍ତି ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିୟମାବଳୀ ଅନୁସାରେ ତିନି ଦିନ ଭିତରେ ବ୍ୟାଙ୍କ କୁ ଲିଖିତ ଆକାରରେ ଜଣାନ୍ତୁ।କିମ୍ବା ସିଏମଏସ ପୋଟାଲ କୁ ଯାଇ ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ ଓ ଅପଙ୍କ ଅଭିଯୋଗ ବାବଦରେ ସମସ୍ତ ବିବରଣୀ ପ୍ରାପ୍ତ କରିପାରିବେ।

ପାସୱାର୍ଡ ସିକ୍ୟୁରିଟି

1. ବିଭିନ୍ନ ସୋସିଆଲ ମେଡିଆ ଏକାଉଣ୍ଟ ପାଇଁ ଭିନ୍ନ ଭିନ୍ନ ପାସ ୱାର୍ଡ ରଖନ୍ତୁ।କାହାରିକୁ ନିଜର ସୋସିଆଲ ମେଡିଆ ର ପାସ ୱାର୍ଡ ଦିଅନ୍ତୁ ନାହିଁ।

2. ଏକାଉଣ୍ଟ କୁ ଦୁଇ ସ୍ଥାରୀୟ ସୁରକ୍ଷା ପ୍ରଦାନ କରନ୍ତୁ।
10 ଅକ୍ଷର ବିଶିଷ୍ଟ କଷ୍ଟ ପାସ ୱାର୍ଡ ରଖନ୍ତୁ। ଯେଉଁ ଥିରେ ଅକ୍ଷର, ନମ୍ବର, ସ୍ୱତନ୍ତ୍ର ଚିହ୍ନ ରହିଥିବା।

3. ପୁରୁଣା ପାସ ୱାର୍ଡ କୁ ବ୍ୟବହାର କରନ୍ତୁ ନାହିଁ।
ପାସ ୱାର୍ଡ କୁ କମ୍ପୁଟର କି ନୋଟବୁକ ରେ ଲେଖନ୍ତୁ ନାହିଁ।

4. ଇଂରାଜୀ ଶବ୍ଦକୋଷ ରେ ଥିବା ଶବ୍ଦ କୁ ପାସ ୱାର୍ଡ ଭାବରେ ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ୱାରା ହ୍ୟାକର ମନେ ଅତି ସହଜରେ ଅପଙ୍କ ସୋସିଆଲ ମେଡିଆ ଏକାଉଣ୍ଟକୁ ହ୍ୟାକ କରିପାରିବେ।

ଶିଶୁମାନଙ୍କ ପାଇଁ ଇଣ୍ଟରନେଟର ସୁରକ୍ଷା

1. ପିଲା ମନେ କେଉଁ କେଉଁ ୱେବ ସାଇଟ ଦେଖୁଛନ୍ତି ସେ ବାବଦରେ ସତର୍କ ନଜର ରଖନ୍ତୁ।

2.

1. ସୋସିଆଲ ମେଡିଆରେ ଏକାଉଣ୍ଟର ଖୋଲିବା ସମୟରେ ସେହି ୱେବସାଇଟର ପ୍ରାଇଭେସି ପାଲିସି କୁ ଭଲ ଭାବରେ ପଢନ୍ତୁ।

2. ସୋସିଆଲ ମେଡିଆ ରେ ଅପଙ୍କର କୌଣସି ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ।

3. ସୋସିଆଲ ମେଡିଆ ଏକାଉଣ୍ଟ ରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପୋଷ୍ଟ ହୋଇଥିବା ଜିନିଷ କୁ ଠିକ ବୋଲି ଭାବି ଆଖିବୁଜି ବିଶ୍ୱାସ କରନ୍ତୁ ନାହିଁ।

4. ସୋସିଆଲ ମେଡିଆ ରେ କୌଣସି ଅଶୀଳ ଭାଷା ତଥା ଘୃଣା ଖରାପ ତଥ୍ୟ ପୋଷ୍ଟ କରନ୍ତୁ ନାହିଁ ଏହା ଆଇନାନୁଯାଇ ଅଅରାଧ ଅଟେ।

5. ପ୍ରତି ଥର ସୋସିଆଲ ମେଡିଆ ରେ ଆକାଉଣ୍ଟ ଖୋଲିବା ପରେ ସାଇନ ଆଉଟ କିମ୍ବା ଲଗ ଆଉଟ କରନ୍ତୁ।

6. କୌଣସି ଅଜଣା ଲିଙ୍କ କୁ ବ୍ଲକ କରନ୍ତୁ ନାହିଁ କି ଅଜଣା ମେଲ ରୁ ଡାଉନଲୋଡ କରନ୍ତୁ ନାହିଁ। ଏଥିରେ ଭାଇରସ ଥାଇପାରେ ଓ ଏଥିରେ ଅପନଙ୍କ ତଥ୍ୟ ଚୋରି ହୋଇଯାଇପାରେ।

7. ମାଗଣା ୱାଇଫାଇ ଯୋନ ରେ ନିଜର ବ୍ୟାଙ୍କ ସମ୍ବଧିୟ କାମ କରନ୍ତୁ ନହିଁ।

ଏଟିଏମ କାର୍ଡ ବ୍ୟବହାର ଜନିତ ସାବଧାନତା।

1. ଏଟିଏମ ପିନ ନମ୍ବର ମାରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

2. ଏଟିଏମ ବୁଥ ନିକଟରେ ଅଜଣା ବ୍ୟକ୍ତି ର ଚଳପ୍ରଚାଳକୁ ଲକ୍ଷ ରଖନ୍ତୁ। ପିନ ନମ୍ବର କୁ ଲୁଚାଇ ମରନ୍ତୁ।

3. ଏଟିଏମ କାର୍ଡ ତଥା ପିନ ନମ୍ବର କାହାରିକୁ ଦିଅନ୍ତୁ ନାହିଁ।

4. ଏଟିଏମ କାର୍ଡ ଚୋରି ହୋଇଗଲେ କିମ୍ବା ହଜିଗଲେ , ତୁରନ୍ତ ଏଟିଏମ କାର୍ଡ କୁ ବ୍ଲକ କରନ୍ତୁ, ବ୍ୟାଙ୍କ ରେ ଏ ସମ୍ବାଧରେ ଲଖିତ ଭାବରେ ଜଣାନ୍ତୁ।

5. ନିଜର ଜନ୍ମ ତାରିଖ , ଘର ଠିକଣା, ମୋବାଇଲ ନମ୍ବର କୁ ଏଟିଏମ ପିନ ଭାବରେ ବ୍ୟବହାର କରନ୍ତୁ ନାହିଁ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.