ETV Bharat / city

ସମସ୍ତେ କୋଭିଡ ନିୟମ ମାନନ୍ତୁ, ଦ୍ବିତୀୟ ଲହର ଭୟାନକ ହେଉଛି - additional chief secretay Pradipta Mahapatra

ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ, ଦ୍ବିତୀୟ ଲହର ଭୟାନକ ହେଉଛି

author img

By

Published : Apr 30, 2021, 4:50 PM IST

Updated : Apr 30, 2021, 6:18 PM IST

16:38 April 30

ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮%

ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ, ଦ୍ବିତୀୟ ଲହର ଭୟାନକ ହେଉଛି

ଭୁବନେଶ୍ବର: କୋଭିଡ଼ ନିୟମ ପାଳନ କରିବାକୁ ନିବେଦନ କଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ କୋରୋନାର ଦ୍ବିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରାଯାଇନଥିଲା । ଏବେ ଦେଶର ୮୦ ପ୍ରତିଶତ କେସ୍ ୮/୯ଟି ରାଜ୍ୟରୁ ଆସୁଛି । ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି ।

କୋରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା

ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କେସ୍ ଆସିଥିଲା

ସେପ୍ଟେମ୍ବର ୨୫ରେ ପ୍ରଥମ ପର୍ଯ୍ୟାୟ ପିକ୍ ହୋଇଥିଲା

ଦ୍ବିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ

ଦେଶରେ ୮ ଦିନ ହେଲା ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି

ଏହାସହ ଆଜି (ଶୁକ୍ରବାର) ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ରହିଛ ବୋଲି କହିଲେ- ACS । କୋଭିଡ଼ ନିୟମ ପାଳନ କଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି କହିବା ସହ କୋଭିଡ଼ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ଗହଳି କରନ୍ତୁନି ବୋଲି ପରାମର୍ଶ ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଏହା ସହ ରାଜ୍ୟରେ ଦୈନିକ 18 ହଜାର RTPCR ଟେଷ୍ଟ କରାଯାଉଛି । ରାଜ୍ୟରେ ଟେଷ୍ଟିଂ ବୃଦ୍ଧି କରାଯାଉଛି । ବର୍ତ୍ତମାନ ରାଜ୍ୟରେ 81 ପ୍ରତିଶତ କୋରୋନା ରୋଗୀ ହୋମ ଆଇସଲେସନରେ ଅଛନ୍ତି ।  ତେବେ ଟେଷ୍ଟିିଂକୁ ଆଗକୁ 25 ହଜାରକୁ ବୃଦ୍ଧି କରାଯିବ । ତେବେ ସ୍ଥିତି ଆଗକୁ କଣ ହେବ କିଛି କହି ହେବନି ବୋଲି କହିଛନ୍ତି ଏସିଏସ୍ । 

Last Updated : Apr 30, 2021, 6:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.