ETV Bharat / city

ଟ୍ରାନ୍ସଜେଣ୍ଡରଙ୍କୁ ମିଳିବ ଟିକା

author img

By

Published : Jul 16, 2021, 10:51 PM IST

ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯିବ କୋରୋନା ଟିକା। କୋରୋନା ଟୀକାକରଣରେ କୌଣସି ଭେଦଭାବ ନକରି କିମ୍ବା କୌଣସି ଅସୁବିଧା ତଥା ସାମାଜିକ କଳହ ସୃଷ୍ଟି ନକରିବା ପାଇଁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢ଼ନ୍ତୁ...

covid vaccination for transgender, vaccine for transgender,  vaccination in odisha, ଟ୍ରାନ୍ସଜେଣ୍ଡରଙ୍କୁ ମିଳିବ ଟୀକା, ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯିବ କୋରୋନା ଟୀକା, କୋରୋନା ଟୀକାକରଣ, କୋଭିଡ ଟୀକା
ଟ୍ରାନ୍ସଜେଣ୍ଡରଙ୍କୁ ମିଳିବ ଟୀକା

ଭୁବନେଶ୍ବର: ଏଣିକି ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯିବ ଟିକା । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ଜାରି ହେବ ଏସଓପି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲଟି କମିଶନରଙ୍କୁ ସ୍ବାସ୍ଥ୍ୟ ବିଭାଗ ଏନେଇ ନିର୍ଦ୍ଦେଶ ଦେଇଛି।

ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯିବ କୋରୋନା ଟୀକା। କୋରୋନା ଟୀକାକରଣରେ କୌଣସି ଭେଦଭାବ ନକରି କିମ୍ବା କୌଣସି ଅସୁବିଧା ତଥା ସାମାଜିକ କଳହ ସୃଷ୍ଟି ନକରିବା ପାଇଁ MOHFW ଯୋଗାଯୋଗ କରିଛି।

ଏହିପରି ବ୍ୟକ୍ତିମାନଙ୍କ କୌଣସି ନିର୍ଦ୍ଦିଷ୍ଟ ପରିଚୟ ନାହିଁ, ତେଣୁ କୌଣସି ନିର୍ଦ୍ଦିଷ୍ଟ ଆଇଡି କାର୍ଡ ବିନା ଏମାନଙ୍କର ଟୀକାକରଣ ପାଇଁ ଯୋଗାଯୋଗ କରାଯିବ। ଏହା ସହ ପଞ୍ଜୀକରଣ ଏବଂ ଟୀକାକରଣ ନିଶ୍ଚିତ କରାଯିବ। ତେଣୁ ଟ୍ରାନ୍ସଜେଣ୍ଡରଙ୍କ 100% କଭରେଜ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ସମସ୍ତ ପ୍ରୋଗ୍ରାମ ଅଫିସର ଏବଂ ଭ୍ୟାକ୍ସିନେଟର ସହିତ ନିର୍ଦ୍ଦେଶ ବିସ୍ତାର କରିବାକୁ ଅନୁରୋଧ କରାଯାଇଛି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ସମେତ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.