ETV Bharat / city

ଶୀତ ଅଧିବେଶନର ପୂର୍ବରୁ ହେବ କୋରୋନା ଟେଷ୍ଟ - ବିଧାନସଭା ଶୀତ ଅଧିବେଶନ

ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକ ମାନଙ୍କ ହେବ କୋରୋନା ଟେଷ୍ଟ । ବିଧାନସଭା ଶୀତ ଅଧିବେଶନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ...

ଶୀତ ଅଧିବେଶନର ପୂର୍ବରୁ ହେବ କୋରୋନା ଟେଷ୍ଟ
ଶୀତ ଅଧିବେଶନର ପୂର୍ବରୁ ହେବ କୋରୋନା ଟେଷ୍ଟ
author img

By

Published : Nov 13, 2020, 9:55 PM IST

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି । ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକ ମାନଙ୍କ ହେବ କୋରୋନା ଟେଷ୍ଟ, ଏଥିପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଶୀତ ଅଧିବେଶନର ପୂର୍ବରୁ ହେବ କୋରୋନା ଟେଷ୍ଟ
ଶୀତ ଅଧିବେଶନର ପୂର୍ବରୁ ହେବ କୋରୋନା ଟେଷ୍ଟ

17, 18, 19 ତାରିଖ ଦିନ ପରିକ୍ଷା କରାଯିବା ନେଇ ଦିନ ମଧ୍ୟ ଧାର୍ଯ୍ୟ ହୋଇଛି । ସକାଳ ୮.୩୦ ରେ ଏହି ପରିକ୍ଷା କରାଯିବ । ଏନେଇ ଆରଏମସିକୁ ଜଣାଇଯାଇଛି । ଏଥିପାଇଁ ମହାନଗର ନିଗମ ସମସ୍ତ ସରଞ୍ଜାମ ଯୋଗଦେବ । ଏହାସହ ଲୋକସେବା ଭବନର ସମସ୍ତ ସଦସ୍ୟଙ୍କ ମଧ୍ୟ କୋଭିଡ ପରିକ୍ଷା କରଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.