ETV Bharat / city

ଗଳି କନ୍ଦି ବୁଲୁଛନ୍ତି କୋଭିଡ ଏନଫୋର୍ସମେଣ୍ଟ ଟିମ୍, ଜାଗମରାରେ ଦୋକାନ ସିଲ - ଦୋକାନ ସିଲ

କୋଭିଡ କଟକଣାକୁ ନେଇ ରାଜଧାନୀରେ ବୁଲୁଛନ୍ତି ଏନଫୋର୍ସମେଣ୍ଟ ଟିମ। ସହରର ଗଳି କନ୍ଦିଠୁ ଆରମ୍ଭ କରି ଛକ ବଜାର ଚାରିଆଡେ ବୁଲୁଛନ୍ତି ଟିମ । ଅଚାନକ ପହଁଚି ଆରମ୍ଭ କରୁଛନ୍ତି ଯାଞ୍ଚ ନିୟମ ଉଲଙ୍ଘନ ହୋଇଥିଲେ କିଛି ନଶୁଣି ଦୋକାନ ସିଲ। ଅଧିକ ପଢନ୍ତୁ..

ଗଳି କନ୍ଦି ବୁଲୁଛନ୍ତି କୋଭିଡ ଏନଫୋର୍ସମେଣ୍ଟ ଟିମ୍, ଜାଗମରାରେ ଦୋକାନ ସିଲ

author img

By

Published : Sep 18, 2020, 6:10 PM IST

ଭୁବନେଶ୍ବର: କୋଭିଡ କଟକଣାକୁ ନେଇ ରାଜଧାନୀରେ ବୁଲୁଛନ୍ତି ଏନଫୋର୍ସମେଣ୍ଟ ଟିମ। ସହରର ଗଳି କନ୍ଦିଠୁ ଆରମ୍ଭ କରି ଛକ ବଜାର ଚାରିଆଡେ ବୁଲୁଛନ୍ତି ଟିମ । ଅଚାନକ ପହଁଚି ଆରମ୍ଭ କରୁଛନ୍ତି ଯାଞ୍ଚ, ନିୟମ ଉଲଙ୍ଘନ ହୋଇଥିଲେ କିଛି ନଶୁଣି ଦୋକାନ ସିଲ। ଏହିପରି ଢଙ୍ଗରେ ଖଣ୍ଡଗିରି ଜାଗମରା ନିୟୁ ରୋଡ ଠାରେ ଗୋଟିଏ ମୋବାଇଲ ଦୋକାନରେ ୫ରୁ ଉର୍ଦ୍ଧ୍ବ ଲୋକ ଥିବା ବେଳେ ସୋସିଆଲ ଡିଷ୍ଟାନ୍ସ ମାନି ନଥିବା ନେଇ ଦୋକାନକୁ ସିଲ କରିଛି ଟିମ।

ଗଳି କନ୍ଦି ବୁଲୁଛନ୍ତି କୋଭିଡ ଏନଫୋର୍ସମେଣ୍ଟ ଟିମ୍, ଜାଗମରାରେ ଦୋକାନ ସିଲ
ଗଳି କନ୍ଦି ବୁଲୁଛନ୍ତି କୋଭିଡ ଏନଫୋର୍ସମେଣ୍ଟ ଟିମ୍, ଜାଗମରାରେ ଦୋକାନ ସିଲ
ଗଳି କନ୍ଦି ବୁଲୁଛନ୍ତି କୋଭିଡ ଏନଫୋର୍ସମେଣ୍ଟ ଟିମ୍, ଜାଗମରାରେ ଦୋକାନ ସିଲ

ସେହିପରି ବାପୁଜୀନଗର ଓ ଜନପଥରେ ମଧ୍ଯ ଡିସିପି ଟ୍ରାଫିକ ଓ ଡିସିପି ସିକୁରିଟଙ୍କ ନେତୃତ୍ବରେ ଟିମ ପହଞ୍ଚି ଲୋକଙ୍କୁ କଡା ଚେତାବନୀ ଦିଆଯାଇଛି। ସେହିପରି ସମସ୍ତ ଥାନା ଅଞ୍ଚଳରେ ମୋବାଇଲ ପାଟ୍ରୋଲିଂ ଟିମ ସହ ସ୍ବତନ୍ତ୍ର ଏନଫୋର୍ସଟିମ ମଧ୍ଯ ବୁଲି ବୁଲି ସୋସିଆଲ ଡିଷ୍ଟାନ୍ସ ଓ ମାସ୍କ ବ୍ଯବହାର ଓ ଏଣେ ତେଣେ ଛୋପ ନପକାଇବା ଆଦି ଉପରେ ଗୁରୁତ୍ବ ଦେଉଛନ୍ତି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.