ETV Bharat / city

ଭିସୁଟରେ ମିଛ କୋରୋନା ରିପୋର୍ଟ ତନାଘନା, 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ osmcର ନୋଟିସ

ଭୁଲ କିଟ ଯୋଗୁଁ ଭିସୁଟରେ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ଘଟଣାରେ ଆଣ୍ଟିଜେନ କିଟ ଯୋଗାଣକାରୀ 2 କମ୍ପାନୀଙ୍କୁ କାରଣ ଦର୍ଶାଓ ନୋଟିସ ଜାରି ହୋଇଛି । ଅଧିକ ପଢନ୍ତୁ..

ଭିସୁଟରେ ମିଛ କୋରୋନା ରିପୋର୍ଟ ତନାଘନା, 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ osmc ର ନୋଟିସ

author img

By

Published : Mar 2, 2021, 5:44 PM IST

ଭୁବନେଶ୍ବର: ବୁର୍ଲା ଭିସୁଟରେ ମିଛ କୋରୋନା ରିପୋର୍ଟ ନେଇ ଚାଲିଛି ତନାଘନା । 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଓଏସଏମସି ଦେଇଛି ନୋଟିସ। ଆଣ୍ଟିଜେନ କିଟ୍‌ ଯୋଗାଇଥିବା କମ୍ପାନୀକୁ ଏବଂ ଦିଲ୍ଲୀର ଓସ୍କାର ମେଡିକେୟାର କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରି ୩ ଦିନ ଭିତରେ ଉତ୍ତର ଦେବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଜଣାଇଛି ।

ଭିସୁଟରେ ମିଛ କୋରୋନା ରିପୋର୍ଟ ତନାଘନା, 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ osmc ର ନୋଟିସ
ଭିସୁଟରେ ମିଛ କୋରୋନା ରିପୋର୍ଟ ତନାଘନା, 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ osmc ର ନୋଟିସ

କୋରୋନା ଆଣ୍ଟିଜେନ୍ ଯୋଗାଣ କରୁଥିବା ୨ଟି ସଂସ୍ଥାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ନୋଟିସ୍ ଜାରି କରିଛି । ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ କୁହାଯାଇଛି । ହରିଆଣା ଅମ୍ବାଲାର ଅଲପାଇନ୍ ବାୟୋମେଡିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଦିଲ୍ଲୀ ଓଖଲାର ଓସ୍କାର ମେଡିକେୟାର ପ୍ରାଇଭେଟ୍ ଲିମିଟେଡକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଏହି ଆଣ୍ଟିଜେନ୍ କିଟରେ ଭିସୁଟ୍ ଛାତ୍ରଛାତ୍ରୀଙ୍କ କୋରୋନା ଟେଷ୍ଟ କରାଯାଇଥିଲା । କିଟରେ ତ୍ରୁଟି ଥିବାରୁ ୨୯ ଜଣଙ୍କ ରିପୋର୍ଟ କୋରୋନା ପଜିଟିଭ୍ ଆସିଥିଲା । ଫଳରେ ଭିସୁଟକୁ ସଟଡାଉନ୍ କରାଯିବା ସହ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଯାଞ୍ଚ ପରେ କିଟରେ ତ୍ରୁଟି ଥିବା ଜଣାପଡ଼ିବା ପରେ ରାଜ୍ୟ ଔଷଧ ନିଗମ କୋରୋନା ଆଣ୍ଟିଜେନ୍ କିଟ୍ ଯୋଗାଇ ଥିବା ୨ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଜବାବ ମାଗିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.