ETV Bharat / city

ଦେଖନ୍ତୁ, ଭୁବନେଶ୍ବର ବିଜେବି କଲେଜରେ କେମିତି ଚାଲିଛି ଗଣତି ପ୍ରକ୍ରିୟା ?

ଚାଲିଛି ଗଣତି ପ୍ରକ୍ରିୟା । ଆଉ କିଛି ଘଣ୍ଟା ପରେ ଫଳାଫଳ ହେବ ଘୋଷଣା । ତେବେ ବିଜେବି କଲେଜରେ 5ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେଉଛି ।

author img

By

Published : May 23, 2019, 10:34 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚାଲିଛି ଗଣତି ପ୍ରକ୍ରିୟା । ଆଉ କିଛି ଘଣ୍ଟା ପରେ ଫଳାଫଳ ହେବ ଘୋଷଣା । ତେବେ ବିଜେବି କଲେଜରେ 5ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେଉଛି । ଜୟଦେବ, ଜଟଣୀ, ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ଉତ୍ତର, ଭୁବନେଶ୍ବର ମଧ୍ୟ ବିଧାନସଭା ପାଇଁ ଗଣତି ହେଉଛି । ସେହିପରି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଗଣତି ହେଉଛି ।

ତେବେ ଗଣତି ପ୍ରକ୍ରିୟା କିପରି ରହିଛି ? କିପରି ସୁରକ୍ଷା ବ୍ୟବସ୍ଥା ସେଠାରେ ରହିଛି ସେ ନେଇ ସବିଶେଷ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ଜ୍ଞାନଦର୍ଶୀ ସାହୁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

କଟକ: ଆଉ କିଛି ସମୟ ପରେ ଆରମ୍ଭ ହେବ 2019 ସାଧାରଣ ନିର୍ବାଚନ ର ମତଗଣନା । ନିର୍ଧାରିତ ହେବ କିଏ ଗଢ଼ିବ ରାଜ୍ୟରେ ସରକାର । ଏନେଇ 8 ଶହ ରୁ ଉର୍ଦ୍ଧ୍ବ କାଉଁଟିଙ୍ଗ ଅଫିସର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟି ରୁ କମିଶନରେଟ ପୋଲିସ ପକ୍ଷରୁ 12 ପ୍ଲାଟୁନ ପୋଲିସ ଓ ସିଆରପିଏଫ ଯବାନ ମୁତୟନ କରାଯାଇଛି । 

ବୋଷ କଲେଜ ରେ 6 ଟି ନିର୍ବଚନ ମଣ୍ଡଳୀ ବାରବାଟୀ,  ସଦର , ଚୌଦ୍ୱାର , ନିଆଳି , ସାଲେପୁର , ଓ ମାହାଙ୍ଗା ର ମତଦାନ କୁ କାଉଁଟିଙ୍ଗ କରାଯାଉଛି । 

Visual on what's app and mojo plz chk 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.