ETV Bharat / city

ଘରୋଇ ଲ୍ୟାବରେ ହେବ ଆଣ୍ଟିଜେନ ଟେଷ୍ଟ, ଦର 450 - Cost of Antigen Test fixed Rs 450 by govt for private hospitals

ଘରୋଇ ଲ୍ୟାବରେ ହୋଇପାରିବ ଆଣ୍ଟିଜେନ ପରୀକ୍ଷା । ଯାହାର ମୂଲ୍ୟ 450 ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

bbsr
ଘରୋଇ ଲ୍ୟାବରେ ଆଣ୍ଟିଜେନ ପରୀକ୍ଷା
author img

By

Published : Jul 15, 2020, 8:42 PM IST

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଏଣିକି ଘରୋଇ ଲ୍ୟାବରେ ହୋଇପାରିବ ଆଣ୍ଟିଜେନ ପରୀକ୍ଷା । ଯାହାର ମୂଲ୍ୟ 450 ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଆରସି-ପିସିଆର ଟେଷ୍ଟ ପାଇଁ 2200 ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ IMCR ଗାଇଡଲାଇନ ମାନି ଟେଷ୍ଟ କରିପାରିବେ ଘରୋଇ ଲ୍ୟାବ।

ଘରୋଇ ଲ୍ୟାବରେ ହେବ ଆଣ୍ଟିଜେନ ଟେଷ୍ଟ, ଦର 450
ଘରୋଇ ଲ୍ୟାବରେ ହେବ ଆଣ୍ଟିଜେନ ଟେଷ୍ଟ, ଦର 450

ଭୁବନେଶ୍ବରର 4ଟି ଘରୋଇ ଲ୍ୟାବକୁ ଆରସି-ପିସିଆର ଟେଷ୍ଟ ପାଇଁ ଅନୁମତି ମିଳିଥିଲା ।

ପ୍ରତିଦିନ ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାରୁ ଏହାର ମୁକାବିଲା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବର୍ତମାନ ୨୦ ହଜାର ଆଣ୍ଟିଜେନକିଟ୍ ପହଞ୍ଚି ସାରିଛି । ଆଣ୍ଟିଜେନ କିଟ୍ ଜରିଆରେ କୋରୋନା ସଂକ୍ରମଣ ହୋଇଛି କି ନାହିଁ, ତାହା ଶୀଘ୍ର ଜଣାପଡ଼ିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.