ETV Bharat / city

ଦୁର୍ନୀତିଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ - ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନିଆଳି ଅଂଲୋ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଲୋକାୟୁକ୍ତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

corruption allegation, corrupted sarpanch, lokayukt order, investigation order by lokayukt, ଦୁର୍ନୀତି ଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଭୁବନେଶ୍ବର ଖବର
ଦୁର୍ନୀତି ଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
author img

By

Published : Dec 7, 2019, 5:45 PM IST

ଭୁବନେଶ୍ବର: ପଞ୍ଚାୟତରେ ଦୁର୍ନୀତି, ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ। ଆବାସ କେଳେଙ୍କାରୀ ଓ ପଞ୍ଚାୟତ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି ସରକାର। ‘ମୋ ସରକାର’ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜକୁ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଦୁର୍ନୀତି ଅଭିଯୋଗରେ ଜଣେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଲୋକାୟୁକ୍ତ କଟକ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

corruption allegation, corrupted sarpanch, lokayukt order, investigation order by lokayukt, ଦୁର୍ନୀତି ଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଭୁବନେଶ୍ବର ଖବର
ଦୁର୍ନୀତି ଗ୍ରସ୍ତ ସରପଞ୍ଚ, ଲୋକାଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ସୂଚନା ଅଧିକାରୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ନିଆଳି ଅଂଲୋ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ହରିଲୁଟ ହେଉଛି। କାଳିଆ ଘାଇ ହାଟ ନିଲାମର ଦୁର୍ନୀତି ମଧ୍ୟ ହୋଇଛି। ସରପଞ୍ଚ ଅର୍ଥ ହଡପ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପରେ ଉପଜିଲ୍ଲାପାଳ 2018 ଜାନୁଆରୀ 31 ତାରିଖରେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ତାହା ସଫଳ ହେଲା ନାହିଁ।

ଲୋକାଯୁକ୍ତଙ୍କ କାର୍ଯ୍ୟାଳୟ

ସେହିପରି ପଞ୍ଚାୟତ ଉପରାମହଲା ତିଆରି ଓ ପଞ୍ଚାୟତର ଗୋଦାମ ଘର ମରାମତି ନିମନ୍ତେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ସେ। ପଞ୍ଚାୟତର ବିଭିନ୍ନ ଦୁର୍ନୀତିରେ ରହି ସରପଞ୍ଚଙ୍କ ନାମରେ ଅଭିଯୋଗ ହୋଇଛି। ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରି ପଞ୍ଚାୟତ ଦୁର୍ନୀତି ଓ ଅର୍ଥ ହେରଫେର ହୋଇଥିବା ଅଭିଯୋଗକୁ ଗ୍ରହଣ କରିଛନ୍ତି। ଉକ୍ତ ଦୁର୍ନୀତି ଗ୍ରସ୍ତ ସରପଞ୍ଚଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଆସନ୍ତା 3 ମାସ ଭିତରେ ଲୋକାଯୁକ୍ତଙ୍କୁ ଜଣାଇବା ସକାଶେ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପଂଚାୟତ ଦୁର୍ନୀତି, ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାଯୁକ୍ତଙ୍କ ନିର୍ଦେଶ।

ଆବାସ ଓ କଲେଙ୍କାରୀ ଓ ପଂଚାୟତ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି ସରକାର। ମୋ ସରକାର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ସାମିଲ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି। ହେଲେ ଗୋଟିଏ ଘଟଣାରେ ଜଣେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଲୋକାୟୁକ୍ତ କଟକ ଜିଲ୍ଳାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି।

Body:

ସୁଚନା ଅଧିକାରୀ ପ୍ରଦୀପ ପ୍ରଧାନ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ନିଆଳି ର ଅଂଲୋ ପଂଚାୟତରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଆର୍ଥ ହରିଲୁଟ ହେଉଛି। କାଳିଆ ଘାଇ ହାଟ ନିଲାମର ଦୁର୍ନୀତି ମଧ୍ୟ ହୋଇଛି। ସରପଞ୍ଚ ଅର୍ଥ ହଡପ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପରେ ଉପଜିଲ୍ଲାପାଳ ୨୦୧୮ ଜାନୁଆରୀ 31 ତାରିଖରେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ତାହା ସଫଳ ହେଲା ନାହିଁ। ବୋଧହୁଏ ସରପଞ୍ଚ ଶାସକ ଦଳର ସଦସ୍ୟ। ସେହିପରି ପଂଚାୟତ ଉପରାମହଲା ତିଆରି ଓ ପଂଚାୟତର ଗୋଦାମ ଘର ମରାମତି ନିମନ୍ତେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ।

ପଂଚାୟତର ବିଭିନ୍ନ ଦୁର୍ନୀତି ରେ ରହି ସରପଞ୍ଚ ଙ୍କ ନାମରେ ଅଭିଯୋଗ ହୋଇଛି।ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରି ପଂଚାୟତ ଦୁର୍ନୀତି ଓ ଆର୍ଥ ହେରଫେର ହୋଇଥିବା ଅଭିଯୋଗକୁ ଗ୍ରହଣ କରିଛନ୍ତି। କିଭଳି ଭାବରେ କାର୍ଯ୍ୟାନୁଷ୍ଠାନ ଉକ୍ତ ଦୁର୍ନୀତି ଗ୍ରସ୍ତ ସରପଞ୍ଚଙ୍କ ବିରୋଧରେ କରଯିବ ସେନେଇ ଆସନ୍ତା 3 ମାସ ଭିତରେ ଲୋକାଯୁକ୍ତଙ୍କୁ ଜଣାଇବା ସକାଶେ ନିର୍ଦେଶ ଦିଆଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.