ETV Bharat / city

ବିନା ସୁରକ୍ଷା କବଚରେ ଯୁଦ୍ଧ ଲଢୁଛନ୍ତି କୋରୋନା ଯୋଦ୍ଧା ! - corona update news

‘ସଫେଇ କର୍ମଚାରୀ’ ମହାମାରୀ କୋରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା । ହେଲେ ଏହି ଯୋଦ୍ଧାଙ୍କ ଅମୂଲ୍ୟ ଜୀବନ ପାଇଁ କେତେ ସଚେତନ ଆମ ସରକାର ? ଅଧିକ ପଢନ୍ତୁ...

corona warriors
ବିନା ସୁରକ୍ଷା କବଚରେ ଯୁଦ୍ଧ ଲଢୁଛନ୍ତି କୋରୋନା ଯୋଦ୍ଧା !
author img

By

Published : Apr 5, 2020, 5:16 PM IST

ଭୁବନେଶ୍ବର: ବିନା ସୁରକ୍ଷା କବଚରେ ଯୁଦ୍ଧ ଲଢୁଛନ୍ତି କୋରୋନା ଯୋଦ୍ଧା । ନା ଅଛି ଗ୍ଲୋବ୍ସ, ନା ଅଛି ମାସ୍କ । ସାନିଟାଇଜର ତ ଦୂରର କଥା । ତଥାପି ପ୍ରତିଦିନ ଏଘରୁ ସେ ଘର, ଏ କଲୋନୀରୁ ସେ କଲୋନୀ ବୁଲି ବୁଲି ନିଜ କର୍ତ୍ତବ୍ୟ କରିଚାଲିଛନ୍ତି କୋରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା ଏହି ସଫେଇ କର୍ମଚାରୀ ।

ବିନା ସୁରକ୍ଷା କବଚରେ ଯୁଦ୍ଧ ଲଢୁଛନ୍ତି କୋରୋନା ଯୋଦ୍ଧା !

କୋରୋନା ମୁକାବିଲା ଲାଗି ସ୍ବଚ୍ଛତା ଏକ ପ୍ରମୁଖ ଅସ୍ତ୍ର ହୋଇଥିବାବେଳେ ଏମାନେ କିନ୍ତୁ ବିନା ସୁରକ୍ଷା କବଚରେ ନଡରି କାର୍ଯ୍ୟ ସମ୍ପାଦିତ କରୁଥିବା ଦେଖିବାକୁ ମିଳୁଛି ।

ଗୋଟିଏ ପଟେ ବିଏମସି ସବୁକିଛି ସରଞ୍ଜାମ ଯୋଗାଯାଉଥିବା କହୁଥିବାବେଳେ, କିଛି ମିଳୁନାହିଁ ବୋଲି କହିଛନ୍ତି ସଫେଇ କର୍ମଚାରୀ । ଏହାସହ ଇଟିଭି ଭାରତ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏମାନଙ୍କୁ ସମସ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.