ETV Bharat / city

ରାଜ୍ୟ ବାହାରୁ ଫେରିବେ ଓଡ଼ିଆ, ଆସିପାରନ୍ତି 5 ଲକ୍ଷ ପ୍ରବାସୀ - କୋରୋନା

corona-update-odisha
corona-update-odisha
author img

By

Published : Apr 22, 2020, 10:01 AM IST

Updated : Apr 22, 2020, 8:56 PM IST

20:38 April 22

ଓଡିଆଙ୍କୁ ଆଣିବାକୁ ଅଣ୍ଟା ଭିଡିଲେ ସରକାର

ଭୁବନେଶ୍ବର: ରାଜ୍ୟ ବାହାରୁ ଓଡିଆଙ୍କୁ ଆଣିବାକୁ ଅଣ୍ଟା ଭିଡିଲେ ସରକାର । ପଞ୍ଜୀକରଣ ପାଇଁ ଆରମ୍ଭ ହେବ ପୋର୍ଟାଲ । ଶୁକ୍ରବାରଠୁ ନିଜେ ବା ସମ୍ପର୍କୀୟ ଭରି ପାରିବେ ଫର୍ମ । ପାଖାପାଖି  5 ଲକ୍ଷ ପ୍ରବାସୀ ଫେରିବା ନେଇ ଆକଳନ କରିଛନ୍ତି ରାଜ୍ୟ ସରକାର ।

16:25 April 22

ପୁଣି ଜଣେ ଆକ୍ରାନ୍ତ

ଆଜି 2 ଜଣ ସୁସ୍ଥ ହୋଇଥିବା ବେଳେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ଦୁଇ ଜଣ ରାଜଧାନୀ ଭୁବବନେଶ୍ବରର ହୋଇଥିବା ସୂଚନା ମିଳିଥିବା ବେଳେ ଆକ୍ରାନ୍ତ ଜଣଙ୍କ ଯାଜପୁରର ବୋଲି ସୂଚନା ଦେଇଛି ସ୍ବାସ୍ଥ ଭାଗ । 

13:20 April 22

ରାଜ୍ୟ ସରକାରଙ୍କ ହେଲପଲାଇନ୍ ନମ୍ବର ଜାରି

ହ୍ବାଟସଆପରେ କରୋନା ସମ୍ପର୍କୀତ ସୂଚନା । ରାଜ୍ୟ ସରକାରଙ୍କ ପକ୍ଷରୁ ହେଲପଲାଇନ୍ ନମ୍ବର ଜାରି । ୯୩-୩୭୯୨-୯୦୦୦ରେ ଯୋଗାଯୋଗ କରିବାକୁ ନମ୍ବର ଜାରି । 

13:19 April 22

ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀ

ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଲୋଚନା  ଭିଡିଓ କନ୍ ଫେରେନ୍ସିଂ ଜରିଆରେ ଜାରି ବୈଠକ ।  କୋରୋନା ମୁକାବିଲା ନେଇ ହୋଇଛି ଆଲୋଚନା ।

09:28 April 22

ଭଦ୍ରକରେ ଆଜି ପୁଣି 3

ଭୁବନେଶ୍ବର: ଭଦ୍ରକରେ ପୁଣି 3 କୋରୋନା ଆକ୍ରାନ୍ତ । ଜିଲ୍ଲାରେ ସମୁଦାୟ ସଂଖ୍ୟା ଛୁଇଁଲା 11 । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ବାସୁଦେବପୁର ବ୍ଲକର ହୋଇଥିବାବେଳେ ସେମାନଙ୍କର ରହିଛି କୋଲକତା ଲିଙ୍କ ।  

Last Updated : Apr 22, 2020, 8:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.