ETV Bharat / city

ରାଜ୍ୟରେ ବେକାବୁ କୋରୋନା; ଦିନକରେ 616 ଆକ୍ରାନ୍ତ, 6 ମୃତ - corona update

ରାଜ୍ୟରେ ବେକାବୁ କୋରୋନା । ଗୋଟିଏ ଦିନରେ 616 ଆକ୍ରାନ୍ତ ଚିହ୍ନଟ । 6 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 415 କ୍ବାରେଣ୍ଟାଇନ ସେଣ୍ଟର ଓ 201 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ବେକାବୁ କୋରୋନା; ଦିନକରେ 616 ଆକ୍ରାନ୍ତ, 6 ମୃତ

author img

By

Published : Jul 13, 2020, 10:26 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଗୋଟିଏ ଦିନରେ 616 ଆକ୍ରାନ୍ତ ଚିହ୍ନଟ । 6 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 415 କ୍ବାରେଣ୍ଟାଇନ ସେଣ୍ଟର ଓ 201 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 13,737କୁ ବୃଦ୍ଧି ।

ରାଜ୍ୟରେ ବେକାବୁ କୋରୋନା; ଦିନକରେ 616 ଆକ୍ରାନ୍ତ, 6 ମୃତ
ରାଜ୍ୟରେ ବେକାବୁ କୋରୋନା; ଦିନକରେ 616 ଆକ୍ରାନ୍ତ, 6 ମୃତ

23 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 7, ବାଲେଶ୍ବରରୁ 27, ବରଗଡରୁ 31, ଭଦ୍ରକ ଓ ବଲାଙ୍ଗୀରରୁ 2, କଟକରୁ 23, ଢେଙ୍କାନାଳରୁ 7, ଗଜପତିରୁ 1, ଗଞ୍ଜାମରୁ 283, ଜଗତସିଂହପୁରରୁ 18, ଯାଜପୁରରୁ 17, ଝାରସୁଗୁଡାରୁ 11, କନ୍ଧମାଳରୁ 6, କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 23, ଖୋର୍ଦ୍ଧାରୁ 29, କୋରାପୁରରୁ 50, ମାଲକାନଗିରିରୁ 14, ମୟୂରଭଞ୍ଜରୁ 13, ନବରଙ୍ଗପୁରରୁ 40, ନୂଆପଡାରୁ 5, ପୁରୀରୁ 1 ଓ ସୁନ୍ଦରଗଡରୁ 5 ଜଣ ରହିଛନ୍ତି ।

ସେପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 13,737 ଛୁଇଁଥିବାବେଳେ 8,750 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଆଉ 6 ଜଣଙ୍କ ମୃତ୍ୟୁ ଫଳରେ ମୃତକଙ୍କ ସଂଖ୍ୟା 70 ଛୁଇଁଛି । ତେବେ 4,896 ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.