ETV Bharat / city

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ, ଦିନକରେ 409 ଆକ୍ରାନ୍ତ ଚିହ୍ନଟ - ଓଡିଶା କୋରୋନା ଅପଡେଟ୍‌

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 409 ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

ଦିନକରେ 409 ଆକ୍ରାନ୍ତ ଚିହ୍ନଟ
ଦିନକରେ 409 ଆକ୍ରାନ୍ତ ଚିହ୍ନଟ
author img

By

Published : Dec 5, 2020, 11:59 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 409 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ 234 ଓ ସ୍ଥାନୀୟ ଅଞ୍ଚଳରୁ 175 ଜଣ ରହିଛନ୍ତି ।

27 ଟି ଜିଲ୍ଲାରେ ମୋଟ 409 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ସର୍ବାଧିକ 53 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ 35, ବାଲେଶ୍ବରରୁ 9, ବରଗଡରୁ 22, ଭଦ୍ରକରୁ 10, ବଲାଙ୍ଗୀରରୁ 32, କଟକରୁ 34, ଢେଙ୍କାନାଳରୁ 1 ଓ ଗଞ୍ଜାମରୁ 4ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଦେବଗଡରୁ 2, ଜଗତସିଂହପୁରରୁ 15, ଯାଜପୁରରୁ 7, ଝାରସୁଗୁଡାରୁ 11, କଳାହାଣ୍ଡିରୁ 17, କେନ୍ଦ୍ରାପଡାରୁ 16, କେନ୍ଦୁଝରରୁ 10, ଖୋର୍ଦ୍ଧାରୁ 44, ମାଲକାନଗିରିରୁ 1, ମୟୂରଭଞ୍ଜରୁ 25, ନୂଆପଡାରୁ 11, ନୟାଗଡରୁ 2, ପୁରୀରୁ 14, ରାୟଗଡାରୁ 4, ସମ୍ବଲପୁରରୁ 11 ଓ ଷ୍ଟେଟ ପୋଲ 10 ରହିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 20 ହଜାର 803 ହୋଇଥିବାବେଳେ 3 ଲକ୍ଷ 14 ହଜାର 665 ଜଣ ସୁସ୍ଥ ହୋଇଛନ୍ତି । ସେପଟେ 4 ହଜାର 320ଟି ସକ୍ରିୟ ମାମଲା ରହିଛି । ମୋଟ ମୃତ୍ୟୁ ସଂଖ୍ୟା 1765ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.