ETV Bharat / city

ରାଜ୍ୟରେ 3267 ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସ୍ଥିତି ଅଣାୟତ୍ତ

ରାଜ୍ୟରେ ବେକାବୁ କୋରୋନା । ଦିନକରେ 3267 ନୂଆ ଆକ୍ରାନ୍ତ ଚିହ୍ନଟ । 9 ମୃତ ।

ରାଜ୍ୟରେ 3267 ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସ୍ଥିତି ଅଣାୟତ୍ତ
ରାଜ୍ୟରେ 3267 ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସ୍ଥିତି ଅଣାୟତ୍ତ
author img

By

Published : Sep 4, 2020, 12:11 PM IST

ଭୁବନେଶ୍ବର:ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 3267 ନୂଆ ଆକ୍ରାନ୍ତ ଚିହ୍ନଟ । 9 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 1961 କ୍ବାରେଣ୍ଟାଇନ ସେଣ୍ଟର ଓ 1306 ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ରହିଛନ୍ତି।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ପୁଣି ସର୍ବାଧିକ 859 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଅନୁଗୋଳରୁ 60, ବାଲେଶ୍ବରରୁ 9, ବରଗଡରୁ 120, ଭଦ୍ରକରୁ 138, ବଲାଙ୍ଗୀରରୁ 43, ବୌଦ୍ଧରୁ 44, କଟକରୁ 384, ଦେବଗଡରୁ 23, ଢେଙ୍କାନାଳରୁ 18, ଗଜପତିରୁ 18, ଗଞ୍ଜାମରୁ 97, ଜଗତସିଂହପୁରରୁ 66, ଯାଜପୁରରୁ 23, ଝାରସୁଗୁଡାରୁ 37, କଳାହାଣ୍ଡିରୁ 37, କନ୍ଧମାଳରୁ 27, କେନ୍ଦ୍ରାପଡାରୁ 51, କେନ୍ଦୁଝରରୁ 107, ଖୋର୍ଦ୍ଧାରୁ 859, କୋରାପୁଟରୁ 83, ମାଲକାନଗିରିରୁ 17, ମୟୂରଭଞ୍ଜରୁ 134, ନବରଙ୍ଗପୁରରୁ 85, ନୟାଗଡରୁ 70, ନୂଆପଡାରୁ 40, ପୁରୀରୁ 235, ରାୟଗଡାରୁ 169, ସମ୍ବଲପୁରରୁ 80, ସୋନପୁରରୁ 66 ଓ ସୁନ୍ଦରଗଡରୁ 127 ଜଣ ରହିଛନ୍ତି ।

ସେପଟେ ମୃତକଙ୍କ ମଧ୍ୟରେ କଟକରୁ 2, ଖୋର୍ଦ୍ଧାରୁ 2, ବଲାଙ୍ଗୀରରୁ 2, ଗଞ୍ଜାମରୁ2 ଜଣ ଥିବାବେଳେ ରାୟଗଡାରୁ ଜଣେ ରହିଛନ୍ତି ।

ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 116678 ଥିବାବେଳେ ମୃତ୍ୟୁ ସଂଖ୍ୟା 531କୁ ବୃଦ୍ଧି ପାଇଛି । ସେହିପରି 87351 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 28743ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.