ETV Bharat / city

ହଷ୍ଟେଲରେ କୋରୋନା ବ୍ୟାପିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଗାଇଡ଼ ଲାଇନକୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ଆମେ ନିର୍ଦେଶ ଦେଇଛୁ । ଘରୋଇ ହଷ୍ଟେଲ ମାନଙ୍କରେ କିଛି ସ୍ଥାନରେ ସଂକ୍ରମିଟ ଚିହ୍ନଟ ହୋଇଛନ୍ତି ତାକୁ ବନ୍ଦ କରାଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ। ଅଧିକ ପଢନ୍ତୁ...

ହଷ୍ଟେଲରେ କୋରନା ବ୍ୟାପିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

author img

By

Published : Mar 20, 2021, 3:38 PM IST

Updated : Mar 20, 2021, 7:51 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ ହଷ୍ଟେଲରେ ବ୍ୟାପିବା ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା । ବିଭାଗ ପକ୍ଷରୁ କୋରନା ପାଇଁ ଉଭୟ ଘରୋଇ ଓ ସରକାରୀ ହଷ୍ଟେଲ ପାଇଁ ସ୍ଵତନ୍ତ୍ର ଗାଇଡ ଲାଇନ ଲାଗୁ ହେଉଛି । ସରକାରୀ ହଷ୍ଟେଲ ସ୍କୁଲ କଲେଜର ହଷ୍ଟେଲରେ କୋରୋନା ସଂକ୍ରମଣ ସାମ୍ନାକୁ ଆସିନାହିଁ ।

ହଷ୍ଟେଲରେ କୋରୋନା ବ୍ୟାପିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଗାଇଡ଼ ଲାଇନକୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଘରୋଇ ହଷ୍ଟେଲ ମାନଙ୍କରେ କିଛି ସ୍ଥାନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାକୁ ବନ୍ଦ କରାଯାଇଛି ।

ଯେଉଁ ଘରୋଇ ହଷ୍ଟେଲରେ ସଂକ୍ରମଣ ଦେଖାଯାଉଛି ସେଠି ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 20, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.