ETV Bharat / city

ରାଜ୍ୟରେ 4ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 146 ନୂଆ ପଜିଟିଭ - ରାଜ୍ୟରେ 4ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସୋମବାର ରାଜ୍ୟର 15ଟି ଜିଲ୍ଲାରୁ 146 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4055ରେ ପହଞ୍ଚିଛି । ଅନ୍ୟପକ୍ଷରେ 1333ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 2708 ଜଣ ସୁସ୍ଥ ହେଲେଣି । ସେହିପରି 11 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ 4ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 146 ନୂଆ ପଜିଟିଭ

author img

By

Published : Jun 15, 2020, 11:25 AM IST

ଭୁବନେଶ୍ବର: ସୋମବାର ରାଜ୍ୟର 15ଟି ଜିଲ୍ଲାରୁ 146 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4055ରେ ପହଞ୍ଚିଛି । ଅନ୍ୟପକ୍ଷରେ 1333ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 2708 ଜଣ ସୁସ୍ଥ ହେଲେଣି । ସେହିପରି 11 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ 4ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 146 ନୂଆ ପଜିଟିଭ
ରାଜ୍ୟରେ 4ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 146 ନୂଆ ପଜିଟିଭ

ରାଜ୍ୟରେ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ପ୍ରକାଶିତ ରିପୋର୍ଟରେ କ୍ବାରେଣ୍ଟାଇନ ସେଣ୍ଟରରୁ 128 ଜଣ ପଜିଟିଭ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 18 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କନ୍ଧମାଳରେ ସର୍ବାଧିକ 48 ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରେ 7 ଜଣ, ନୟାଗଡରେ 4, ଝାରସୁଗୁଡାରେ 1,ରାୟଗଡାରେ 5, କଟକରେ 19, ଜଗତସିଂହପୁରରେ 4, ବାଲେଶ୍ବରରେ 8, ଢେଙ୍କାନାଳରେ 1, ଅନୁଗୋଳରେ 6, ଗଞ୍ଜାମରେ 8, ସୁବର୍ଣ୍ଣପୁରରେ 2, ଭଦ୍ରକରେ 19, ସମ୍ବଲପୁରରେ 1, ସୁନ୍ଦରଗଡରେ 4 ଜଣ ଚିହ୍ନଟ ହୋଇଛନ୍ତି ଏହା ସହ 9 ଜଣ ପଶ୍ଚିମବଙ୍ଗ ଅମ୍ଫାନ ଡ୍ୟୁଟିରେ ଥିବା ଏନଡ଼ିଆରଏଫ ଓ ଓଡ଼ିଆରଏଫ ସହ ଅଗ୍ନିଶମ ବିଭାଗର କର୍ମଚାରୀ ରହିଛନ୍ତି । ସେହିପରି ରାଜ୍ୟରେ 2ଲକ୍ଷ 2ହଜାର 5ଶହ 13ଟି ନମୁନା ପରୀକ୍ଷଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.