ETV Bharat / city

କମୁଛି ସଂକ୍ରମଣ; ଆଜି 65 ନୂଆ ସଂକ୍ରମିତ - positive cases decreases

କମୁଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ 65 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 65 ନୂଆ ସଂକ୍ରମିତ
ଆଜି 65 ନୂଆ ସଂକ୍ରମିତ
author img

By

Published : Mar 16, 2021, 12:07 PM IST

Updated : Mar 16, 2021, 12:14 PM IST

ଭୁବନେଶ୍ବର: ଦୁଇମାସ ହେବ ସଂକ୍ରମଣରେ ସଂଖ୍ୟା କମୁଥିବାବେଳେ ନିକଟରେ ସଂକ୍ରମଣ ସାମାନ୍ୟ ବଢିଥିଲା। ଆଜି ରାଜ୍ୟରେ ସଂକ୍ରମଣ ସାମାନ୍ୟ କମିଛି । ରାଜ୍ୟରେ 65 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 37ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 28 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ମୋଟ 65 ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 4ଜଣ, ବାଲେଶ୍ବରରୁ 5ଜଣ, ବଲାଙ୍ଗୀରରୁ 3 ଜଣ,କଟକରୁ 5ଜଣ, ଦେଓଗଡରୁ 2ଜଣ, ଗଞ୍ଜାମରୁ 3ଜଣ, ଯାଜପୁରରୁ 5ଜଣ, ଝାରସୁଗୁଡାରୁ 4ଜଣ, ଖୋର୍ଦ୍ଧାରୁ 5ଜଣ, ମୟୂରଭଞ୍ଜରୁ 9ଜଣ, ନୂଆପଡାରୁ ଜଣେ, ପୁରୀରୁ 3ଜଣ, ସୁନ୍ଦରଗଡରୁ 15ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୋଲରୁ ଜଣେ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 8661732 ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି । ରାଜ୍ୟରେ ବର୍ତ୍ତମାନ 622ଟି ସକ୍ରିୟ ମାମଲା ରହିଛି ।335730ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2021, 12:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.