ଭୁବନେଶ୍ବର: ରାଜ୍ୟରେ ଆଉ 5 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା 294କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଗଞ୍ଜାମର ହୋଇଥିବାବେଳେ ସମସ୍ତେ ସୁରଟ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ଜଣାଇ ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ସମସ୍ତେ ପୁରୁଷ ଅଛନ୍ତି । ସେପଟେ ଗଞ୍ଜାମରେ ଏହି 5 ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା 89କୁ ଛୁଇଁଛି ।
ଆଉ 5 ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 294କୁ ବୃଦ୍ଧି
17:31 May 09

16:37 May 09
ରାଜ୍ୟରେ ଆଉ 5 ଆକ୍ରାନ୍ତ ସୁସ୍ଥ, ସଂଖ୍ୟା 68କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ଆଉ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ସଂଖ୍ୟା 68କୁ ବୃଦ୍ଧି ପାଇଛି । ସେପଟେ ନୟାଗଡରେ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା 289 ରେ ପହଞ୍ଚିଛି । ଅନ୍ୟପଟେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 219ଟି ସକ୍ରିୟ ମାମଲା ରହିଛି ।
16:31 May 09
ନୟାଗଡକୁ ଛୁଇଁଲା କୋରୋନା, ରାଜ୍ୟରେ 289 ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ ଆଉ ଏକ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ନୟାଗଡ ଜିଲ୍ଲାର ହୋଇଥିବା ସୂଚନା । 40 ବର୍ଷୀୟ ପୁରୁଷ ଜଣଙ୍କ ସୁରଟ ଫେରନ୍ତା ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ବିଟ୍ କରି ଜଣାଇଛି । ତେବେ ସେ କ୍ବାରେଣ୍ଟାଇନରେ ରହିଥିଲେ ।
15:31 May 09
ଗଞ୍ଜାମରେ ଆଉ ଜଣେ ପଜେଟିଭ୍, ରାଜ୍ୟରେ ସଂଖ୍ୟା 288କୁ ବୃଦ୍ଧି
ଭୁବନେଶ୍ବର: ଗଞ୍ଜାମରେ ଆଉ ଜଣେ ପଜେଟିଭ୍ ଚିହ୍ନଟ । ଜିଲ୍ଲାରେ ସଂଖ୍ୟା 84କୁ ବୃଦ୍ଧି । ଏପଟେ ରାଜ୍ୟରେ 288 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଆକ୍ରାନ୍ତ ଜଣଙ୍କ 26 ବର୍ଷୀୟ ପୁରୁଷ ହୋଇଥିବାବେଳେ ସୁରଟ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
12:27 May 09
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 287
ଭୁବନେଶ୍ବର: ରାଜ୍ୟରେ 17 ନୂଆ କୋରୋନା ପଜେଟିଭ୍ । ସଂଖ୍ୟା 287କୁ ବୃଦ୍ଧି । 63 ଜଣ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କ ମୃତ୍ୟୁ । ରାଜ୍ୟରେ 222 ଛୁଇଁଲା ସକ୍ରିୟ ମାମଲା ।