ରାଜ୍ୟରେ 14ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଫଳରେ ସଂଖ୍ୟା 142 ଛୁଇଁଛି । ତେବେ ଏହି ସମସ୍ତ ଆକ୍ରାନ୍ତ ଯାଜପୁରର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36କୁ ଛୁଇଁଛି ।
ଆଉ 14 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 142କୁ ବୃଦ୍ଧି - corona lockdown
17:02 April 30
ଆଉ 14 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 142କୁ ବୃଦ୍ଧି
08:34 April 30
ଯାଜପୁରରେ 3 ନୂଆ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ 128କୁ ବୃଦ୍ଧି
ଯାଜପୁରରେ 3 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସଂଖ୍ୟା 22 ଛୁଇଁଛି। ସେପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 128କୁ ବୃଦ୍ଧି ପାଇଛି । ତେବେ ସେଥିମଧ୍ୟରୁ 39 ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 88ଟି ସକ୍ରୀୟ ମାମଲା ରାଜ୍ୟରେ ରହିଛି ।