ETV Bharat / city

ରାଜ୍ୟରେ ଅସମ୍ଭାଳ କୋରୋନା, 2 ଲକ୍ଷ ପାର ସଂକ୍ରମଣ ସଂଖ୍ୟା

author img

By

Published : Sep 25, 2020, 11:54 AM IST

30 ଟି ଜିଲ୍ଲାରେ ସର୍ବାଧିକ 4208 ଆକ୍ରାନ୍ତ ଚିହ୍ନଟ। ରାଜ୍ୟରେ ଏକ ଲକ୍ଷ ହଜାର ଆକ୍ରାନ୍ତ ପାର ହୋଇଥିବା ବେଳେ ପୁଣି ଥରେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ।

ରାଜ୍ୟରେ ଅସମ୍ଭାଳ କରୋନା ସଂକ୍ରମଣ, 2 ଲକ୍ଷ ପାର ହେଲା ସଂକ୍ରମଣ।

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା। ଧୀରେ ଧୀରେ ବଢୁଛି ସଂକ୍ରମଣ। ରାଜ୍ୟରେ ଆଜି ସର୍ବାଧିକ 4208 ଆକ୍ରାନ୍ତ ଚିହ୍ନଟ। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତ ତାଲିକାରେ ଆଗରେ ରହିଛି।

ହୋମ କ୍ୱାରେଣ୍ଟାଇନରୁ 2462 ଚିହ୍ନଟ ହୋଇଥିବା ବେଳେ 1746 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଖୋର୍ଦ୍ଧାରେ 725 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ରେ 265, ଅନୁଗୋଳ 194, ବାଲେଶ୍ୱରରେ 118, ବରଗଡରେ 114, ଭଦ୍ରକରେ 48, ବଲାଙ୍ଗୀରରେ 76, ବୌଦ୍ଧରେ 29, ଦେଓଗଡରେ 20, ଢେଙ୍କାନାଳରେ 68, ଗଜପତି ରେ 13, ଗଞ୍ଜାମରେ 63।

ସେହିପରି ଜଗତସିଂହପୁରରେ 181, ଯାଜପୁରରେ 237, କଳାହାଣ୍ଡିରେ 116, କନ୍ଧମାଳରେ 102, କେନ୍ଦ୍ରାପଡାରେ 110, କେନ୍ଦୁଝରରେ 82, କୋରାପୁଟର 72, ମାଲକାନଗିରି ରେ 61, ମୟୂରଭଞ୍ଜ ରେ 154 ରହିଛି। ଅନ୍ୟପଟେ ନବରଙ୍ଗପୁର ରେ 131, ନୟାଗଡ ରେ 52 , ନୂଆପଡା ରେ 175, ପୁରୀ ରେ 199, ରାୟଗଡା ରେ 61, ସମ୍ବଲପୁର ରେ 131, ସୋନପୁର ରେ 26, ସୁନ୍ଦରଗଡ ରେ 80, ଷ୍ଟେଟପୁଲ 224 । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 201096 ସକ୍ରିୟ 39232।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.