ଭୁବନେଶ୍ବର: କୋରୋନା ପାଇଁ ବାତିଲ ହେଲା ବିଜେଡିର ସମସ୍ତ ବୈଠକ ଓ କାର୍ଯ୍ୟକ୍ରମ । ଆସନ୍ତା 16ରେ ଦଳର କାର୍ଯ୍ୟକାରିଣୀ ବୈଠକ ହେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ତାକୁ ବାତିଲ କରିଥିବା ନେଇ ଦଳ ସ୍ପଷ୍ଟ କରିଛି। ସେହିଭଳି ମହିଳା ସଂଗଠନ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ମଧ୍ୟ ସମାନ କାରଣରୁ ବନ୍ଦ ରଖାଯାଇଛି। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ଦଳ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ