ETV Bharat / city

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 4 ଜଣଙ୍କ ମୃତ୍ୟୁ

author img

By

Published : Dec 15, 2020, 1:52 PM IST

ସମଗ୍ର ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାବେଳେ, ଓଡିଶାରେ ଏହାର ପ୍ରକୋପ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଗତ 24 ଘଣ୍ଟା ମଧ୍ୟରେ 4 ଜଣଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1815ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା
ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ସମଗ୍ର ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାବେଳେ, ରାଜ୍ୟରେ ଧିରେ ଧିରେ ସୁଧୁରୁଛି କୋରୋନା ସ୍ଥିତି । ଏପଟେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ କମିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 4 ଜଣଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1815ରେ ପହଞ୍ଚିଛି ।

ମୃତ୍ୟୁ ଘଟିଥିବା 4 ଜଣଙ୍କ ମଧ୍ୟରେ ଜଗତସିଂହପୁରରେ 59 ବର୍ଷର ପୁରୁଷ, ମୟୁରଭଞ୍ଜରେ 60 ବର୍ଷର ପୁରୁଷ, ମୟୁରଭଞ୍ଜରେ 64 ବର୍ଷର ପୁରୁଷ ଓ ସମ୍ବଲପୁରରେ 40 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ଦିନକୁ ଦିନ ରାଜ୍ୟରେ ମୃତୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିଛି । ଏବେ ସୁଦ୍ଧା ରାଜ୍ୟରେ 1815 ଜଣଙ୍କର କୋରୋନାଜନିତ ମୃତ୍ୟୁ ଘଟିଲାଣି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.