ETV Bharat / city

ରାଜ୍ୟରେ ଆଉ 12 ଜୀବନ ନେଲା କୋରୋନା

author img

By

Published : Nov 28, 2020, 11:59 AM IST

ରାଜ୍ୟରେ ପୁଣି କୋରୋନାରେ 12 ଜଣଙ୍କ ମୃତ୍ୟୁ ହୋଇଛି । ଗୋଟେପଟେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ, ପୁଣି 12 ମୃତ

ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନାରେ 12 ଜଣଙ୍କ ମୃତ୍ୟୁ ହୋଇଛି । ଗୋଟେପଟେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1730ରେ ପହଞ୍ଚିଲାଣି ।

ଅନୁଗୁଳରେ 56 ଓ 67ବର୍ଷର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବରରେ 65 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ଭୁବନେଶ୍ବରରୁ 68, 67 ଓ 60 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳରେ 57 ବର୍ଷର ପୁରୁଷ, ଯାଜପୁରରେ 72 ବର୍ଷର ପୁରୁଷ, ସୁନ୍ଦରଗଡରେ 76 ବର୍ଷର ପୁରୁଷ ଓ 60 ବର୍ଷର ପୁରୁଷ, 75 ବର୍ଷର ପୁରୁଷ ଓ 78 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.