ETV Bharat / city

BJB କଲେଜ ଛାତ୍ରୀଙ୍କ ସୁଇସାଇଡ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ

author img

By

Published : Jul 2, 2022, 10:54 PM IST

Updated : Jul 2, 2022, 11:01 PM IST

ତେଜିଲା ବିଜେବି ଛାତ୍ରୀଙ୍କ ସୁଇସାଇଡ ତାତି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କ ବାସ ଭବନକୁ ଟମାଟୋ ମାଡ ସହ ଧସେଇ ପଶିବାକୁ ଛାତ୍ର କଂଗ୍ରେସର ଉଦ୍ୟମ । ଧସ୍ତାଧସ୍ତି ପରେ ଉଠାଇ ନେଲା ପୋଲିସ । ଅଧିକ ପଢ଼ନ୍ତୁ

BJB ଛାତ୍ରୀଙ୍କ ସୁଇସାଇଡ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: କଲେଜରେ ରାଗିଂ ଯୋଗୁଁ ବିଜେବି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କ ବାସ ଭବନକୁ ଟମାଟୋ ମାଡ ସହ ଧସେଇ ପଶିବାକୁ ଉଦ୍ୟମ ।

BJB କଲେଜ ଛାତ୍ରୀଙ୍କ ସୁଇସାଇଡ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ

ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜ ଓ ରାଜା ଚୌଧୁରୀଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଏନେଇ ପୋଲିସ ସହିତ ଧସ୍ତାଧସ୍ତି ପରେ ପୋଲିସ ଛାତ୍ର କଂଗ୍ରେସର କିଛି ନେତାଙ୍କୁ ଉଠାଇ ନେଇଛି । ସରକାରଙ୍କ ବିରୋଧରେ କହିଲେ ପୋଲିସ ଉଠାଇ ନେଉଛି ବୋଲି ୟାସିର ନବାଜ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2022, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.