ETV Bharat / city

ମହଙ୍ଗା ମାଡର ଜବାବ ଦେବେ ସାଧାରଣ ଜନତା: ପିସିସି ସଭାପତି

ଆସନ୍ତା 7 ରୁ 17 ତାରିଖ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ମହଙ୍ଗା ମାଡର ଜବାବ ଦେବେ ସାଧାରଣ ଜନତା । ଅଧିକ ପଢନ୍ତୁ...

ମହଙ୍ଗା ମାଡର ଜବାବ ଦେବେ ସାଧାରଣ ଜନତା
ମହଙ୍ଗା ମାଡର ଜବାବ ଦେବେ ସାଧାରଣ ଜନତା
author img

By

Published : Jul 5, 2021, 2:09 PM IST

Updated : Jul 5, 2021, 2:32 PM IST

ଭୁବନେଶ୍ବର: କୋରୋନା ଓ ତତଜନିତ ଲକଡାଉନ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିସାରିଲାଣି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦରଦାମ ବୃଦ୍ଧି ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସୃଦଶ । ତୈଳ ଦର, ଖାଦ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁ ଲୋକେ ଦୁଃଖରେ ଅଛନ୍ତି । ଏହାର ତୀବ୍ର ପ୍ରତିବାଦ କରି ଲୋକଙ୍କ ପାଖକୁ କଂଗ୍ରେସ ଯିବ ବୋଲି ସୋମବାର ଆହ୍ବାନ ଦେଇଛନ୍ତି ପିସିସି ସଭାପତି।

ଆସନ୍ତା 7 ରୁ 17 ତାରିଖ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । 7 ତାରିଖରେ ପ୍ରତ୍ୟେକ ବ୍ଲକ ଆଗରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ପ୍ରତିବାଦ କରିବ କରିବ କଂଗ୍ରେସ । 9 ତାରିଖରେ ଜିଲ୍ଲା ସ୍ତରରେ, 14 ତାରିଖରେ ଭୁବନେଶ୍ବରରେ 15 ରେ ଜନସାଧାରଣଙ୍କୁ ନିବେଦନ ପେଟ୍ରୋଲ ନ କିଣିବା ପାଇଁ ଅନୁରୋଧ, 17 ତାରିଖ ଦିନ ପ୍ରତି ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ କରାଯିବ ।

ମହଙ୍ଗା ମାଡର ଜବାବ ଦେବେ ସାଧାରଣ ଜନତା

କଂଗ୍ରେସ କର୍ମୀ ଘର ଘର ବୁଲି ଏକ ମାସ କାଳ କୋଭିଡ ଆକ୍ରାନ୍ତ ଓ କୋଭିଡ ମୃତ୍ୟୁ ସଂଖ୍ୟା ନେଇ ତଥ୍ୟ ସଂଗ୍ରହ କରିବେ । ଏହାକୁ ନେଇ ଏଆଇସିସି ନିକଟରେ ଦାଖଲ କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା । 17 ତାରିଖ ପରେ ଘରେ ଘରେ ବୁଲି କୋଭିଡ ମୃତ୍ୟୁର ତଥ୍ୟ ଖୋଜିବ କଂଗ୍ରେସ । ପରେ ଏଆଇସିସିକୁ ସଂଗୃହିତ ସମସ୍ତ ତଥ୍ୟ ପ୍ରଦାନ କରାଯିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jul 5, 2021, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.