ETV Bharat / city

ଚାଲିପାରୁନି ବିଧାନସଭା, ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ - ଚାଲିପାରୁନି ବିଧାନସଭା

ଆଜି କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦିଆଯାଇଛି । ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ୯ ଜଣ ବିଧାୟକ ହାତରେ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ଚାଲିପାରୁନି ବିଧାନସଭା, ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ୯ ବିଧାୟକ

author img

By

Published : Mar 18, 2021, 12:12 PM IST

Updated : Mar 18, 2021, 12:19 PM IST

ଭୁବନେଶ୍ବର:ଦୀର୍ଘ 6 ଦିନ ହେବ ଚାଲିପାରୁନି ଗୃହ । ଏନେଇ ଆଜି କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦିଆଯାଇଛି । ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ୯ ଜଣ ବିଧାୟକ ହାତରେ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି ।

ଚାଲିପାରୁନି ବିଧାନସଭା, ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ୯ ବିଧାୟକ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ରାଜ୍ୟରେ ମଣ୍ଡି ସମସ୍ୟା ଏବଂ କୃଷକ ମାନଙ୍କ ସମସ୍ୟାକୁ ପୋଷ୍ଟରରେ ଦର୍ଶାଇଛି କଂଗ୍ରେସ । ଏବଂ ଗୃହକୁ ନଚାଲିବା ନେଇ ପ୍ରତିବାଦ କରିଛି କଂଗ୍ରେସ। ଏହାସହ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଗୃହ ଚଳେଇବା ପାଇଁ ବାଟ ବାହାର କରନ୍ତୁ ବୋଲି ନରସିଂହ ମିଶ୍ର ଦାବି କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 18, 2021, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.