ETV Bharat / city

କଂଗ୍ରେସର CBI ଅଫିସ୍ ଘେରାଉ, ପ୍ରତିବାଦ ସମୟରେ ନରସିଂହ ମିଶ୍ର ଅସୁସ୍ଥ

author img

By

Published : Dec 28, 2020, 11:50 AM IST

Updated : Dec 28, 2020, 3:30 PM IST

ପ୍ରତିବାଦ ସମୟରେ ଅସୁସ୍ଥ ହେଲେ ନରସିଂହ ମିଶ୍ର
ପ୍ରତିବାଦ ସମୟରେ ଅସୁସ୍ଥ ହେଲେ ନରସିଂହ ମିଶ୍ର

15:10 December 28

ସୁସ୍ଥ ଅଛନ୍ତି ନରସିଂହ ମିଶ୍ର

ନରସିଂହଙ୍କ ସ୍ଵାସ୍ଥ୍ୟ ନେଇ ଅପଡେଟ୍ ଦେଇଛି ଆପୋଲୋ ହସ୍ପିଟାଲ । ଏନେଇ ଆପୋଲ ହସ୍ପିଟାଲର ଡ଼ଃ ପିକେ ସାହୁ କହିଛନ୍ତି ଯେ, ନରସିଂହ ମିଶ୍ରଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍ ଅଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ ବୋଲି କହିଛନ୍ତି ଡାକ୍ତର ପିକେ ସାହୁ । ଆଜି ହସ୍ପିଟାଲରେ ରହିବେ ନରସିଂହ ମିଶ୍ର ।

15:08 December 28

ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ

ନରସିଂହ ମିଶ୍ରଙ୍କ ଅସୁସ୍ଥ ହେବାପରେ ତାଙ୍କ ପରିବାରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବୀନ  ଟ୍ବିଟର କରିଛନ୍ତି । ସେ ଲେଖିଛନ୍ତି, ‘କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ତାଙ୍କ ପରିବାର ସହ କଥା ହୋଇ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି ’ । 

11:47 December 28

କଂଗ୍ରେସର CBI ଅଫିସ୍ ଘେରାଉ, ପ୍ରତିବାଦ ସମୟରେ ଅସୁସ୍ଥ ହେଲେ ନରସିଂହ ମିଶ୍ର

କଂଗ୍ରେସର CBI ଅଫିସ୍ ଘେରାଉ, ପ୍ରତିବାଦ ସମୟରେ ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ବର: ରାଜ୍ୟ ସିବିଆଇ ମୁଖ୍ୟାଳୟ ଘେରାଉ କଲା କଂଗ୍ରେସ । ତ୍ରିରଙ୍ଗା ଶୋଭାଯାତ୍ରାରେ ଆସି ଘେରାଉ କଲା କଂଗ୍ରେସ । ତେବେ ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇ ପଡିଛନ୍ତି ।  ଭାଷଣ ଦେଇସାରିବା ପରେ ଛାତି ଧରି ତଳେ ବସି ପଡିଥିଲେ ନରସିଂହ ମିଶ୍ର । ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  

ପ୍ରକାଶଥାଉକି, ଚିଟଫଣ୍ଡ ମାମଲାରେ ତଦନ୍ତରେ ଢିଲା କରୁଥିବାରୁ କଂଗ୍ରେସ ଘେରାଉ କରିଛି । କଂଗ୍ରେସ ପ୍ରତିଷ୍ଠା ଦିବସରେ ସିବିଆଇ କାର୍ଯ୍ୟାଳୟ ଘେରାଉ କରିଛି ଦଳ ।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ 

Last Updated : Dec 28, 2020, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.