ETV Bharat / city

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା - ପରୀ ହତ୍ୟାକାଣ୍ଡ

ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଉଭୟ ବଜେଡି ଓ ବିଜେପି ବିଧାନସଭା ନ ଚଲାଇବାକୁ ଷଡଯନ୍ତ୍ର କରିଥିବା କଂଗ୍ରେସ ଅଭିଯୋଗ କରିଛି । ଗୃହ ଭିତରେ ବିଜେଡ଼ି- ବିଜେପି ସଲାସୁତୁରା ଚାଲିଛି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

congress pressmeet on assembly session
ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା
author img

By

Published : Nov 28, 2020, 9:07 PM IST

ଭୁବନେଶ୍ବର : ବର୍ଷିଲେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର । ଶନିବାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର ।

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ସମ୍ବାଦିକ ସମ୍ମୀଳନୀରେ ଉଭୟ ଶାସକ ଓ ରାଜ୍ୟର ମୁଖ୍ୟଙ୍କ ବିରୋଧୀ ଉପରେ ବର୍ଷିଲେ । ହାଜତ ମୃତ୍ୟୁଠାରୁ ଆରମ୍ଭ କରି ବିଧାନସଭାରେ ଅନେକ ଆଲୋଚନା ହୋଇଥିଲା । ତେବେ କଂଗ୍ରେସର ଦାବି କାରଣରୁ କେବିକେ ଅଞ୍ଚଳରେ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେଲା । ସରକାର ପୁନଃ ବିଚାର ଜରିବାକୁ ବାଧ୍ୟ ହେବେ । ନୟାଗଡ ପରୀ ହତ୍ୟା ଘଟଣାରେ ପଵିତ୍ର ବିଧାନସଭା ଗୃହରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନଥିଲା କହିଲେ ଚଳେ । ତେବେ ପରି ମୃତ୍ୟୁକୁ ନେଇ କଂଗ୍ରେସ ଦଳର ଜୋରଦାର ଦାବି କାରଣରୁ ରାଜ୍ୟ ସରକାର ମୁଣ୍ଡ ନୁଆଁଇଛନ୍ତି । ହାଇକୋର୍ଟଙ୍କ ତତ୍ତ୍ବାବଧାନରେ SIT ତଦନ୍ତ ହେବ ।

ମୋଟ ଉପରେ ଗୃହରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବିଜେପି । ଵିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ବିରୋଧୀଙ୍କ ଚାଲ । ଏକାଧିକ ଘଟଣାରେ ଏହା ପ୍ରମାଣିତ ହୋଇଛି । ଖଣି ଦୁର୍ନୀତି ପ୍ରସଙ୍ଗ ମଧ୍ୟରେ ମଧ୍ୟ ସମାନ ଆଭିମୁଖ୍ୟ ରଖିଛନ୍ତି । ଗୃହ ଭିତରେ ବିଜେଡ଼ି- ବିଜେପି ସଲାସୁତୁରା ହୋଇଥିବାବେଳେ କେବଳ ନାମକୁ ମାତ୍ର ବିରୋଧ କରୁଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.