ETV Bharat / city

ଛାତ୍ର କଂଗ୍ରେସର ସ୍କୁଲ-କଲେଜ ଫି ଛାଡ ଦାବି - ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ନବୀନ ସରକାର ଛାତ୍ରଛାତ୍ରୀଙ୍କ ଜୀବନ ସହ ନଖେଳନ୍ତୁ। କୋରୋନା ସମୟରେ ଅଭିଭାବକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏପରିକି ପିଲାମାନଙ୍କୁ ପାଠ ପଢେଇବା ପାଇଁ ସକ୍ଷମ ନୁହଁନ୍ତି ଅଭିଭାବମାନେ । ତେଣୁ ଘରୋଇ ସ୍କୁଲ ଓ କଲେଜରେ ସ୍କୁଲ ଫି’ ଛାଡ଼ କରିବାକୁ ଛାତ୍ର କଂଗ୍ରେସ ଦାବି କରୁଛି । ଅଧିକ ପଢନ୍ତୁ...

ସ୍କୁଲ ଓ ଜଲେଜ ଫି’ ଛାଡ ଦାବି କରୁଛି ଛାତ୍ର କଂଗ୍ରେସ

author img

By

Published : Jan 14, 2021, 7:22 PM IST

ଭୁବନେଶ୍ବର: ନବୀନ ସରକାର ଛାତ୍ରଛାତ୍ରୀଙ୍କ ଜୀବନ ସହ ନଖେଳନ୍ତୁ। କୋରୋନା ସମୟରେ ଅଭିଭାବକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଲୋକେ ବିଭିନ୍ନ ପ୍ରକାର ଅସୁବିଧାରେ ଅଛନ୍ତି । ଏପରିକି ପିଲାମାନଙ୍କୁ ପାଠ ପଢେଇବା ପାଇଁ ସକ୍ଷମ ନୁହଁନ୍ତି ଅଭିଭାବକମାନେ ।

ଛାତ୍ର କଂଗ୍ରେସର ସ୍କୁଲ-କଲେଜ ଫି ଛାଡ ଦାବି

ସ୍କୁଲ ଓ କଲେଜ ଫି’ ଦେବାକୁ ଅସମର୍ଥ ହୋଇ ପଡିଛନ୍ତି ଅଭିଭାବକ । ନବୀନ ପଟ୍ଟନାୟକ ସରକାରରେ ବେରୋଜଗାରୀ ବଢାଇଛି ଛାତ୍ରଛାତ୍ରୀଙ୍କ ଚିନ୍ତା । ତେଣୁ ଘରୋଇ ସ୍କୁଲ ଓ କଲେଜରେ ସ୍କୁଲ ଫି’ ଛାଡ଼ କରିବାକୁ ଛାତ୍ର କଂଗ୍ରେସ ଦାବି କରୁଛି । ଏହା ନହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ।

ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.