ETV Bharat / city

ଜଗତସିଂହପୁର ହାଜତ ମୃତ୍ୟୁ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ - jagatshingpur custodial death

ରାଜ୍ୟରେ ପୋଲିସର ବର୍ବରତାର ସବୁ ସୀମା ଟପିଛି । ନିଜ ବିଭାଗ ଚଳାଇ ପାରୁ ନାହାଁନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ରକ୍ତାକ୍ତ କରୁଛନ୍ତି । ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ମାମଲାରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ଜଗତସିଂହପୁର ହାଜତ ମୃତ୍ୟୁ ଘଟଣା : ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

author img

By

Published : May 4, 2022, 2:08 PM IST

ଭୁବନେଶ୍ବର: ରାଜ୍ୟରେ ପୋଲିସର ବର୍ବରତାର ସବୁ ସୀମା ଟପିଛି । ନିଜ ବିଭାଗ ଚଳାଇ ପାରୁ ନାହାଁନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ରକ୍ତାକ୍ତ କରୁଛନ୍ତି । ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ମାମଲାରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

ଜଗତସିଂହପୁର ହାଜତ ମୃତ୍ୟୁ ଘଟଣା : ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

‘ଗତ 2017ରୁ ଆଜି ଭିତରେ 10ଟି ହାଜତ ମୃତ୍ୟୁ ଘଟଣାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିନି । ଜଗତସିଂହପୁର ହାଜତ ମୃତ୍ୟୁ ଘଟଣାରେ ପୋଲିସର ବୟାନ ବିଶ୍ବାସ ଯୋଗ୍ୟ ନୁହେଁ । ଯଦି ପୋଲରେ ମାଡ ହୋଇ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଛି ଶରୀରର କେଉଁଠି କ୍ଷତ ହୋଇଛି ପୋଲିସ ସ୍ପଷ୍ଟ କରୁ ।’

ପୋଲିସ ଆମ୍ବୁଲାନ୍ସରେ ନ ନେଇ ପୋଲିସ ଭ୍ୟାନରେ କାହିଁକି ନେଲା । ରାତି ଅଧିଆ କାହିଁକି ପୋଷ୍ଟ ମର୍ଟମ କରାଗଲା ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । 2020 ବାସେଳି ସାହି ହାଜତ ମୃତ୍ୟୁ ଏହି ଏସପି ଓ ଆଇଆଇସିଙ୍କ ଯୋଡି ଘଟାଇଥିଲେ । ଦୁଇ ଅଧିକାରୀଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.