ETV Bharat / city

ନିର୍ବାଚନ କରିବାକୁ ଇଚ୍ଛା ନାହିଁ: ସୁର

ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖି ସରକାର ନିର୍ବାଚନ କରିବାକୁ ଇଚ୍ଛା ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ନିର୍ବାଚନ କରିବାକୁ ଇଚ୍ଛା ନାହିଁ:ସୁର
ନିର୍ବାଚନ କରିବାକୁ ଇଚ୍ଛା ନାହିଁ:ସୁର
author img

By

Published : Jan 5, 2022, 8:51 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତି ଜୋରଦାର କରିଥିବାବେଳେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ ପରିଚାଳନାକୁ ନେଇ ଆଶଙ୍କା ଦେଖାଦେଇଛି।

ନିର୍ବାଚନ କରିବାକୁ ଇଚ୍ଛା ନାହିଁ:ସୁର
ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ତ୍ରିସ୍ତରୀୟ ନିର୍ବାଚନ ଦ୍ୱାର ଦେଶରେ ଅପେକ୍ଷାରତ । ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଗୁଣା ହେବାରେ ଲାଗିଛି । ଫଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଆଶଙ୍କା ଦେଖାଗଲାଣି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ ପରିଚାଳନା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ତେବେ ଏଭଳି ସ୍ଥଳେ ସରକାର ନିର୍ବାଚନକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବିରୋଧୀ କହିଛନ୍ତି।ନିର୍ବାଚନ ପୂର୍ବରୁ ସରଂକ୍ଷଣକୁ ନେଇ ବିଭ୍ରାନ୍ତିକର ପଦକ୍ଷେପ ଆପଣାଉଛିନ୍ତି ସରକାର । ବାରମ୍ବାର ସରକାର ସରଂକ୍ଷଣ କୋଟା ପରିବର୍ତ୍ତନ କରୁଥିବାରୁ ନିର୍ବାଚନ ହେବା ଉପରେ ସନ୍ଦେହ ସୃଷ୍ଟି ହେଉଛି । କଂଗ୍ରେସ ସବୁବେଳେ ପ୍ରସ୍ତୁତ ଅଛି ନିର୍ବାଚନ ପାଇଁ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.