ETV Bharat / city

ପୌର ନିର୍ବାଚନ ସିଟ ସଂରକ୍ଷଣ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁର

author img

By

Published : Feb 3, 2022, 9:41 PM IST

ଦିନ କେଇଟା ପରେ ପୌର ନିର୍ବାଚନ । ସଂରକ୍ଷଣ ବ୍ୟବସ୍ଥା ନେଇ ସରକାରଙ୍କ ଉପରେ ତାତିଲେ ସୁର । ଅଧିକ ପଢନ୍ତୁ

ପୌର ନିର୍ବାଚନ ସିଟ ସଂରକ୍ଷଣ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁର
ପୌର ନିର୍ବାଚନ ସିଟ ସଂରକ୍ଷଣ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ପୌର ନିର୍ବାଚନ ନେଇ ସଜବାଜ ହେଉଛନ୍ତି ସରକାର । ପୌର ନିର୍ବାଚନ ନେଇ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି ।

ଏହାବି ପଢନ୍ତୁ : BudgetSession: ରାଜ୍ୟର 3 ଟି ଦାବି ରାଜ୍ୟସଭାରେ ରଖିଲେ ସାଂସଦ ସୁବାସ ସିଂ

ଏବେ ନିର୍ବାଚନ ଦିନକୁ ଅପେକ୍ଷା । ସଂରକ୍ଷଣ ତାଲିକା ସରକାର ନିଜ ହିସାବରେ ପ୍ରସ୍ତୁତ କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏ ନେଇ କଂଗ୍ରେସ ନେତା ସୁର ରାଉତରାୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.