ETV Bharat / city

ନିର୍ବାଚନ ସପକ୍ଷରେ ମତ ଦେଲେ ସୁର

ଦିନକୁ ଦିନ ବେକାବୁ ହେବାକୁ ଲାଗିଛି କରୋନା । ଗୋଟିଏ ପଟେ OBC, ଆଦିବାସୀ ସଂରକ୍ଷଣ ତାତି ଆଉ ଗୋଟିଏ ପଟେ କୋଭିଡ ସଂକ୍ରମଣ । ତେବେ ଏଭଳି ସମୟରେ ବିରୋଧୀ କଂଗ୍ରେସ ଦାବି କରିଛି ନିର୍ବାଚନ ହେଉ । ଅଧିକ ପଢନ୍ତୁ

ନିର୍ବାଚନ ସପକ୍ଷରେ ମତ ଦେଲେ ସୁର
ନିର୍ବାଚନ ସପକ୍ଷରେ ମତ ଦେଲେ ସୁର
author img

By

Published : Jan 6, 2022, 9:24 PM IST

ଭୁବନେଶ୍ବର: ଦିନକୁ ଦିନ ବେକାବୁ ହେବାକୁ ଲାଗିଛି କରୋନା । ରାଜ୍ୟରେ ପ୍ରତି ଦିନ ଦୁଇଗୁଣା ହେଉଛି ସଂକ୍ରମଣର ହାର । ପଞ୍ଚାୟତ ନିର୍ବାଚନ ନେଇ ଚୂଡାନ୍ତ ପର୍ଯ୍ୟାୟରେ ସରକାର । ଗୋଟିଏ ପଟେ OBC, ଆଦିବାସୀ ସଂରକ୍ଷଣ ତାତି ଆଉ ଗୋଟିଏ ପଟେ କୋଭିଡ ସଂକ୍ରମଣ । ତେବେ ଏଭଳି ସମୟରେ ବିରୋଧୀ କଂଗ୍ରେସ ଦାବି କରିଛି ନିର୍ବାଚନ ହେଉ । ଗଣତନ୍ତ୍ରରେ ମତଦାନ ହେଉଛି ନ୍ୟାର୍ଯ୍ୟ ଅଧିକାର । ମତଦାତା ପ୍ରସ୍ତୁତ ଅଛନ୍ତି, ତେଣୁ ନିର୍ବାଚନ ହେଉ ନିର୍ବାଚନ ହେଉ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ନିର୍ବାଚନ ସପକ୍ଷରେ ମତ ଦେଲେ ସୁର
ଯେତେବେଳେ ଦେଶରେ ବେକାବୁ କରୋନା ସେତେବେଳେ ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଛି । ଓଡ଼ିଶାରେ ନିର୍ବାଚନ ହେଲେ କିଛି ଅସୁବିଧା ନାହିଁ, କୋଭିଡ ନିୟମ ମାନି ନିର୍ବାଚନ ପରିଚାଳନା କରିହେବ । ତେଣୁ, କଂଗ୍ରେସ ଦାବି କରୁଛି କି ନିର୍ବାଚନ ହେଉ । ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.