ETV Bharat / city

‘କଂଗ୍ରେସ କମିଙ୍ଗ, ତାଳମେଳରେ ଚାଲିଛି ଦଳ’ - ବରିଷ୍ଠ କଂଗ୍ରେସ ନେତା ସୁର ରାଉତ

ବିଜେପୁର ଉପ-ନିର୍ବାଚନରେ ବିଜୟ ପାଇଁ ସବୁ ଦଳର ପ୍ରସ୍ତୁତି ଯୋରଦାର । ବାଜିରେ ଲାଗିଛି ପତିଆରା । ସୁରଙ୍କ ଦୃଢୋକ୍ତି ବିଜେପୁରରେ ଜିତିବ କଂଗ୍ରେସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 22, 2019, 9:49 PM IST

ଭୁବନେଶ୍ବର: ରାଜ୍ୟରେ ଏବେ ନିର୍ବାଚନ ଉଷ୍ମତା । ବିଜେପୁର ଉପ-ନିର୍ବାଚନକୁ ନେଇ ସବୁ ଦଳ ରଣନୀତି ପ୍ରସ୍ତୁତିରେ । କେମିତି ବିଜେପୁରରେ ଉଡାଇବେ ବିଜୟ ବାନା ତେବେ ଆଜି ବିଜେପୁର ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ମତ ରଖି କହିଛନ୍ତି କଂଗ୍ରେସର ଏବେ ଠିକ ତାଳମେଳ ଅଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତାଙ୍କର ଚିରାଚରିତ ପ୍ରତିକ୍ରିୟା ଦେଇ କହିଛନ୍ତି ଯୁବକ ମାନେ ରେଡ୍ଡି । କଂଗ୍ରେସ କମିଙ୍ଗ । ରାଜ୍ୟରେ ଆଉ ନବୀନ ଶାସନ ଚଳିବ ନାହିଁ । ବିଜେପୁରରେ କଂଗ୍ରେସର ବିଜୟ ସୁନିଶ୍ଚିତ । କଂଗ୍ରେସର ସମସ୍ତ ନେତା ଏକତ୍ରିତ ହୋଇ ଲଢିବେ ।

ତେବେ ସୁର ରାଉତଙ୍କ ଏହି ଦମ୍ଭରେ କେତେ ଦମ ଅଛି ତାହା ବିଜେପୁର ଉପ-ନିର୍ବାଚନ ଫଳ ଘୋଷଣା ପରେ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆମ ଦଳ ଭିତରେ ବହୁତ ତାଳମେଳ ରହିଛି , ଏଣିକି କି କଂଗ୍ରେସ କମିଙ୍ଗ : ସୁର ରାଉତରାୟ
ରାଜ୍ୟ କଂଗ୍ରେସ ଦଳ ର ନିଜସ୍ୱ ଦଳ ଭିତର କନ୍ଦଳ କଥା ସବୁବେଳେ ଚର୍ଚ୍ଚା ରେ ଥାଏ। ଅନ୍ୟ ପଟେ ବିଜେପୁର ନିର୍ବାଚନ ରେ ରାଜ୍ୟ ର ସବୁ ଦଳ ନିଜର ଆଙ୍କ କସୁ ଥିବା ବେଳେ ରାଜ୍ୟ କଂଗ୍ରେସ ଦଳ ନିଜ ଦଳ ଭିତିରି କାନ୍ଦଳ ରୁ ବାହାରି କାହାକୁ ପାର୍ଥି ଦେବେ ତାହା ଏବେ ଜୋର ଧରିଛି। ଗୋଟିପଟେ କଂଗ୍ରେସ ର ଭେଟରାନ ସୁର ରାଉତରାୟ ନେତା ମତ ରଖିଛନ୍ତି ଯେ ଏଥର ବିଜେପୁର ରେ ବାଜି କଂଗ୍ରେସ ବାଜି ମାରିବ। ଆଉ ରାଜ୍ୟ କଂଗ୍ରେସ ଦଳ ରେ ଆଉ କୌଣସି ଗୋଷ୍ଠୀ କନ୍ଦଳ ନାହି।ନିର୍ବାଚନ ଆଗରୁ 15 ଦିନ ଧରି ଦଳ ର ନେତା ବିଜେପୁର ଯିବେ ଦଳ ପାଇଁ ଏକ ହୋଇ ନିର୍ବାଚନ ପ୍ରଚାର କରିବେ ବୋଲି ସୁର ରାଉତରାୟ ନିଜର ମତ ପ୍ରକାଶ କରିଛନ୍ତି।

Body:ଆମ ଦଳ ଭିତରେ ବହୁତ ତାଳମେଳ ରହିଛି , ଏଣିକି କି କଂଗ୍ରେସ କମିଙ୍ଗ : ସୁର ରାଉତରାୟ
ରାଜ୍ୟ କଂଗ୍ରେସ ଦଳ ର ନିଜସ୍ୱ ଦଳ ଭିତର କନ୍ଦଳ କଥା ସବୁବେଳେ ଚର୍ଚ୍ଚା ରେ ଥାଏ। ଅନ୍ୟ ପଟେ ବିଜେପୁର ନିର୍ବାଚନ ରେ ରାଜ୍ୟ ର ସବୁ ଦଳ ନିଜର ଆଙ୍କ କସୁ ଥିବା ବେଳେ ରାଜ୍ୟ କଂଗ୍ରେସ ଦଳ ନିଜ ଦଳ ଭିତିରି କାନ୍ଦଳ ରୁ ବାହାରି କାହାକୁ ପାର୍ଥି ଦେବେ ତାହା ଏବେ ଜୋର ଧରିଛି। ଗୋଟିପଟେ କଂଗ୍ରେସ ର ଭେଟରାନ ସୁର ରାଉତରାୟ ନେତା ମତ ରଖିଛନ୍ତି ଯେ ଏଥର ବିଜେପୁର ରେ ବାଜି କଂଗ୍ରେସ ବାଜି ମାରିବ। ଆଉ ରାଜ୍ୟ କଂଗ୍ରେସ ଦଳ ରେ ଆଉ କୌଣସି ଗୋଷ୍ଠୀ କନ୍ଦଳ ନାହି।ନିର୍ବାଚନ ଆଗରୁ 15 ଦିନ ଧରି ଦଳ ର ନେତା ବିଜେପୁର ଯିବେ ଦଳ ପାଇଁ ଏକ ହୋଇ ନିର୍ବାଚନ ପ୍ରଚାର କରିବେ ବୋଲି ସୁର ରାଉତରାୟ ନିଜର ମତ ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.