ETV Bharat / city

'ଓଡ଼ିଶାରେ ବି ରହିବ ଝାଡଖଣ୍ଡ ଇଫେକ୍ଟ' - ଝାଡଖଣ୍ଡ ଇଫେକ୍ଟ

ଝାଡଖଣ୍ଡରେ କଂଗ୍ରେସ ଓ ଅନ୍ୟ ଦଳ ମେଣ୍ଟ ସରକାର ଗଢିବା ଏକ ପ୍ରକାର ନିଶ୍ଚିତ । ତେବେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ ବେଶ ଉତ୍ସାହିତ । ଅଧିକ ଖବର ପଢନ୍ତୁ...

'ଓଡ଼ିଶାରେ ବି ରହିବ ଝାଡଖଣ୍ଡ ଇଫେକ୍ଟ'
'ଓଡ଼ିଶାରେ ବି ରହିବ ଝାଡଖଣ୍ଡ ଇଫେକ୍ଟ'
author img

By

Published : Dec 23, 2019, 2:32 PM IST

ଭୁବନେଶ୍ବର: ଝାଡଖଣ୍ଡରେ କଂଗ୍ରେସ ଓ ଅନ୍ୟ ଦଳ ମେଣ୍ଟ ସରକାର ଗଢିବା ଏକ ପ୍ରକାର ନିଶ୍ଚିତ । ତେବେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ ବେଶ ଉତ୍ସାହିତ । ଓଡ଼ିଶାରେ ବି ଏହାର ଇଫେକ୍ଟ ରହିବ ବୋଲି ଅନୁମାନ କରିଛନ୍ତି ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ।

'ଓଡ଼ିଶାରେ ବି ରହିବ ଝାଡଖଣ୍ଡ ଇଫେକ୍ଟ'

ସେ କହିଛନ୍ତିଯେ, ଏଠି ଖାଲି ମୁହଁ ଫୁଟାଣି । ବିଜେପି ନୁହେଁ କି ବିଜେଡି ନୁହେଁ ଖୁବଶୀଘ୍ର ଓଡ଼ିଶାରେ କଂଗ୍ରେସ ଫେରିବ । ଆଗକୁ କେବଳ କଂଗ୍ରେସ ହିଁ ସରକାର ଗଢ଼ିବ ।

ସୂଚନାଯୋଗ୍ୟ, ସୋମବାର ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବ । ଟ୍ରେଣ୍ଡ ଯାହା କହୁଛି ରାଜ୍ୟରେ ମେଣ୍ଟ ସରକାର ହୋଇପାରେ । ଯାହାକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଝାଡଖଣ୍ଡ ରେ କଂଗ୍ରେସ ଓ ଅନ୍ୟ ଦଳ ମେଣ୍ଟ ସରକାର ଗଢିବା ଏକ ପ୍ରକାର ନିଶ୍ଚିତ। ତେବେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ ବେଶ ଉତ୍ସାହିତ। ଓଡ଼ିଶାରେ ବି ଏହାର ଇଫେକ୍ଟ ରହିବ ବୋଲି ଅନୁମାନ କରିଛନ୍ତି ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ। କହିଛନ୍ତି ଏଠି ଖାଲି ମୁହଁ ଫୁଟାଣି। ବିଜେପି ନୁହେଁ କି ବିଜେଡି ନୁହେଁ ଖୁବଶୀଘ୍ର ଓଡ଼ିଶାରେ କଂଗ୍ରେସ ଫେରିବ। ଆଗକୁ କେବଳ କଂଗ୍ରେସ ହିଁ ସରକାର ଗଢ଼ିବ।

Body:ବାଇଟ ସୁର ରାଉତରାୟ, କଂଗ୍ରେସ ନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.