ETV Bharat / city

ବିଧାନସଭା ଶୀତ ଅଧିବେଶନ: ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକ

author img

By

Published : Nov 11, 2019, 11:08 PM IST

ବିଧାନସଭା ଶୀତ ଅଧିବେଶନରେ କଂଗ୍ରେସ ପକ୍ଷରୁ କଣ ପ୍ରସଙ୍ଗ ଉପସ୍ଥାପିତ ହେବ ତାହା ଆସନ୍ତା କାଲିର ବୈଠକରେ ସ୍ଥିର ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଆସନ୍ତାକାଲି ନିଜର ପ୍ରସଙ୍ଗ ନିର୍ଦ୍ଧାରଣ କରିବ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ଦଳ ବୈଠକରେ ଏନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହେବ।

କେଉଁ ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦିଆଯିବ ତାହା ଆସନ୍ତାକାଲି ସ୍ଥିର କରାଯିବ। ପ୍ରାୟ ସମସ୍ତ ପ୍ରସଙ୍ଗକୁ କଂଗ୍ରେସ ଉପସ୍ଥାପନ କରିବାକୁ ଚେଷ୍ଟା କରିବ ବୋଲି ନରସିଂହ ମିଶ୍ର କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରାକୃତିକ ବିପର୍ଯ୍ୟୟରେ ବଲାଙ୍ଗୀର ସମେତ ବିଭିନ୍ନ ଜିଲ୍ଲାରେ ସହାୟତା ନ ମିଳିବା, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବିରୋଧୀ ଦଳ ବିରୋଧରେ ପୋଲିସ ପ୍ରଶାସନ ବ୍ୟବହାର କରିବା, ବ୍ଲକରେ ପିସି କାରବାର, ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଘଣ୍ଟ ଘୋଡାଇବା, 5ଟିର ସଫଳ କାର୍ଯ୍ୟକାରିତାରେ ପ୍ରଶ୍ନବାଚୀ ଆଦି ବିଭିନ୍ନ ପ୍ରସଙ୍ଗ ବିଧାନସଭାରେ କଂଗ୍ରେସ ପକ୍ଷରୁ ଉଠାଯିବାର ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନସଭା ଅଧିବେଶନର ଆରମ୍ଭ ଆଗରୁ ବିରୋଧୀ କଂଗ୍ରେସର ରଣହୁଙ୍କାର। ପୁଣି ହୁଲୁସ୍ତୁଲ କରିବେ କଂଗ୍ରେସର ନବଗ୍ରହ। ମୁଖ୍ୟ ବିରୋଧୀ ଦଳ ବିଜେପି କୁ ପଛରେ ପକାଇ ଶକ୍ତି ଦେଖାଇବା କଂଗ୍ରେସ। ଆସନ୍ତା କାଲି ଦଳର ବୈଠକ ବସିବାକୁ ଥିଲେ ହେଁ କଂ ରହିବ ମୁଖ୍ୟ ପ୍ରସଙ୍ଗ ସେନେଇ ମତ ରଖିଛନ୍ତି ନରସିଂହ ମିଶ୍ର।
ପ୍ରାକୃତିକ ବିପର୍ଯ୍ୟୟରେ ବଲାଂଗିରୀ ସମେତ ବିଭିନ୍ନ ଜିଲ୍ଲାରେ ସହାୟତା ନ ମିଳିବା, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବିରୋଧୀ ଦଳ ବିରୋଧରେ ପୋଲିସ ପ୍ରଶାସନ ବ୍ୟବହାର କରିବା, ବ୍ଲକ ରେ ପିସି କାରବାର, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଘଣ୍ଟ ଘୋଡାଇବା, ଫାଇଭ ଟି ସଫଳ କାର୍ଯ୍ୟକାରିତା ନେଇ ବିଧାନ ସଭାରେ ପ୍ରସଙ୍ଗ ଉଠିବ। ଆସନ୍ତା କାଲି ଦଳର ବିଧାୟକ ଦଳ ବୈଠକରେ ଏନେଇ ବିସ୍ତୁତ ରଣନୀତି ପ୍ରସ୍ତୁତ ହେବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟାBody:ବାଇଟ ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.