ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ରହିଛି। କଂଗ୍ରେସ ନିର୍ବାଚନ ପରିଚାଳନା ପାଇଁ ଏକ ସ୍ବତନ୍ତ୍ର କମିଟି ପ୍ରସ୍ତୁତ କରିଛି । ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେବା ନେଇ ବିଭିନ୍ନ ସମୟରେ ସ୍ପଷ୍ଟ କରିଛି। ଅଧିକ ପଢନ୍ତୁ

author img

By

Published : Dec 21, 2021, 7:01 AM IST

Pcc President Odisha
Pcc President Odisha

ଭୁବନେଶ୍ବର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ରହିଛି। କଂଗ୍ରେସ ନିର୍ବାଚନ ପରିଚାଳନା ପାଇଁ ଏକ ସ୍ବତନ୍ତ୍ର କମିଟି ପ୍ରସ୍ତୁତ କରିଛି । ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେବା ନେଇ ବିଭିନ୍ନ ସମୟରେ ସ୍ପଷ୍ଟ କରିଛି ।

ନିର୍ବାଚନ ନେଇ ଏହା କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ୱାର୍ଡ ସ୍ତରରେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦିତ କରିବା ପାଇଁ ଜିଲ୍ଲା ସ୍ତରରେ ନେତା ମାନଙ୍କୁ ଦାୟିତ୍ବ ଦିଆଯାଇଛି । ବ୍ଲକ, ପଞ୍ଚାୟତ, ୱାର୍ଡରେ ଯୁବ, ଛାତ୍ର,ମହିଳା, ସେବା ଦଳ କର୍ମୀଙ୍କୁ ସକ୍ରିୟ କରାଯାଇଛି। ସେମାନେ ନିର୍ବାଚନରେ ବଡ ଭୂମିକା ନିର୍ବାହ କରିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.