ETV Bharat / city

ବିଧାନସଭାରେ ଆଇନଶୃଙ୍ଖଳା ଓ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇଲା କଂଗ୍ରେସ

ବିଧାନସଭା ମୌସୁମୀ ଅଧିବେଶନରେ ଆଇନଶୃଙ୍ଖଳା ଓ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇଲା କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Oct 5, 2020, 12:18 PM IST

ବିଧାନସଭାରେ ଆଇନଶୃଙ୍ଖଳା ଓ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇଲା କଂଗ୍ରେସ
ବିଧାନସଭାରେ ଆଇନଶୃଙ୍ଖଳା ଓ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର । ଗତକାଲି ରାଜଧାନୀରେ ମିଠା ଦୋକାନୀଙ୍କୁ ଗୋଡାଇ ଗୋଡାଇ ହାଣିବାର ଉଦାହରଣ ଦେଇ ଏହି ପ୍ରସଙ୍ଗ ଉଠାଇଛନ୍ତି ନରସିଂହ ମିଶ୍ର ।

ସେହିପରି ବଲାଙ୍ଗୀରରେ ଗୁଣ୍ଡାରାଜ ପ୍ରସଙ୍ଗ ଉଠାଇ ପୋଲିସର ନିଷ୍କ୍ରିୟତା କଥା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଅନ୍ୟପଟେ ବେକାର ଯୁବକ-ଯୁବତୀଙ୍କ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଚାକିରୀ ଅଭାବରୁ ହନ୍ତସନ୍ତ ହେଉଥିବା ଯୁବକ-ଯୁବତୀଙ୍କ ପାଇଁ ପଦକ୍ଷେପ ନେବାକୁ ଦାବି ରଖିଲେ ସୁର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.