ETV Bharat / city

ପ୍ରକାଶ ପାଇଲା କଂଗ୍ରେସର ପ୍ରାର୍ଥୀ ତାଲିକା, ପୁରୀରୁ ଲଢିବେ ସତ୍ୟ ପ୍ରକାଶ - ପ୍ରାର୍ଥୀ ତାଲିକା

ବହୁ ମାନସ ମନ୍ଥନ ପରେ ପ୍ରକାଶ ପାଇଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦଳ 7ଟି ଲୋକସଭା ଓ 20ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଡିଜାଇନ ଫଟୋ
author img

By

Published : Mar 29, 2019, 2:36 PM IST

ଭୁବନେଶ୍ବର: ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଆଜି କଂଗ୍ରେସ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । 7ଟି ଲୋକସଭା ପାଇଁ ଓ 20 ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଦେଇଛି । ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ସାମ୍ବାଦିକରୁ ନେତା ପାଲଟିଥିବା ସତ୍ୟ ପ୍ରକାଶ ନାୟକଙ୍କୁ କଂଗ୍ରେସ ପୁରୀ ଲୋକସଭା ଆସନ ପାଇଁ ଟିକେଟ୍‌ ଦେଇଛି । ସେବିଜେଡ଼ିର ପିନାକୀମିଶ୍ର ଓ ବିଜେପିର ସମ୍ବିତ ପାତ୍ରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ଆସନ ପାଇଁ ଶାସକ ଦଳ ହେବିୱେଟ୍‌ ନେତା ପିନାକୀମିଶ୍ରଙ୍କୁ ଓହ୍ଲାଇଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛି। ଚଳିତ ଥର ପୁରୀରେ ଲୋକସଭା ଆସନ ପାଇଁ ଜୋରଦାର ମୁକାବିଲା ଦେଖିବାକୁ ମିଳିବ ।

ଟିକେଟ୍ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି କଂଗ୍ରେସର ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ। ସେ କହିଛନ୍ତି ଚଳିତ ଥର ସତ୍ୟ ବନାମ ମିଥ୍ୟାର ଲଢେଇ ଦେଖିବାକୁ ମିଳିବ ।

ସେହିପରି ଦଳ ଢେଙ୍କାନାଳ ପାଇଁ କାମାକ୍ଷା ପ୍ରସାଦ ସିଂଦେଓଙ୍କ ଉପରେ ଆସ୍ଥା ପ୍ରକଟ କରିଛି । କେନ୍ଦ୍ରାପଡା - ଧରଣୀଧର ନାୟକ, ଜଗତସିଂହପୁର -ପ୍ରତିମା ମଲ୍ଲିକ, ଭଦ୍ରକ -ମଧୁମିତା ସେଠୀ, ବାଲେଶ୍ୱର-ନବଜ୍ୟୋତି ପଟ୍ଟନାୟକ ଓ କେନ୍ଦୁଝର-ଫକୀରମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି ।

ନଜର ପକାନ୍ତୁ କଂଗ୍ରେସର 20ଟି ବିଧାନସଭା ପ୍ରାର୍ଥୀ ତାଲିକା ଉପରେ -

ଧାମନଗର-ବିଦ୍ୟାଧର ଜେନା
ନିଆଳି-ମମତା ଭୋଇ
ପୁରୀ-ଅରୋ ପ୍ରସାଦ ମିଶ୍ର
ତେଲକୋଇ-ମୋହନା ହେମ୍ବ୍ରମ
ଭୋଗରାଇ-ସତ୍ୟ ଶିବ ଦାସ
ବିଞ୍ଝାରପୁର-ମନୋରଞ୍ଜନ ଦାସ
ମାହାଙ୍ଗା-ଦେବେନ୍ଦ୍ର କୁମାର ସାହୁ
ପାଟଣା- ଗୋପେଶ୍ଵର ନାୟକ
ଯଶିପୁର-ମହେନ୍ଦ୍ର ନାୟକ
ଉଦଳା-ବେଣୁଧର ମହାପାତ୍ର
ବାରିପଦା-ଦାଶରଥ ସିଂ
ରେମୁଣା- ପ୍ରତାପ ସେଠି
ବାସୁଦେବପୁର-ଅଶୋକ ଦାସ
ବରି -ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ-ଜଶସ୍ଵୀନି ରାଉତ
ନିଆଳି-ମମତା ଭୋଇ
ପାଟକୁରା -ଜୟନ୍ତ ମହାନ୍ତି
ନୟାଗଡ଼- ମନୋରଞ୍ଜନ ସାହୁ
ତିର୍ତୋଲ -ବିଭୁପ୍ରସାଦ ତରାଇ

ଭୁବନେଶ୍ବରରୁ ତପନ କୁମାର ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

SLUG — PRESSMEET
FORMAT - AVB
REPORTER-HARIHARA PATNAIK
PLACE - GAJAPATI
DATE - 27.03.2019
ଭିଓ - ଗଜପତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି  । ସେ ନିଜ ଇସ୍ତଫାରେ ନିଜ ସ୍ତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ମୋହନା ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି  । ତେଣୁ ଦଳରେ ସୃଙ୍ଖଳା ରକ୍ଷା କରିବା ଏବଂ ପରିବାର ରାଜନିତିରି ଅଭିଯୋଗ ନଆସିବା ପୂର୍ବରୁ ନିଜ ସ୍ବଇଛାରେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଅନ୍ତର୍ଯ୍ୟାମୀ କହିଛନ୍ତି  । ନିଜ ପଦବୀ ଛାଡିବା ପରେ ଦଳର ଏକ ଶୃଙ୍ଖଳିତ କର୍ମୀଭାବେ ନିର୍ବାଚନରେ କାମ କରିବେ ବୋଲି କହିଛନ୍ତି  ।................
ବାଇଟ୍ - ଅନ୍ତର୍ଯ୍ୟାମୀ ଗମାଙ୍ଗ (ଅଧ୍ୟକ୍ଷ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତି)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.