ETV Bharat / city

କଂଗ୍ରେସ ପକ୍ଷରୁ 12ରେ ଓଡିଶା ବନ୍ଦ

author img

By

Published : Nov 6, 2021, 7:57 PM IST

ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନଭେମ୍ବର ୧୨ ତାରିଖରେ ସାରା ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଅଧିକ ପଢନ୍ତୁ...

Congress calls odisha bandh on 12th November
କଂଗ୍ରେସ ପକ୍ଷରୁ 12 ରେ ଓଡିଶା ବନ୍ଦ

ଭୁବନେଶ୍ବର: ନଭେମ୍ବର 12ରେ ଓଡିଶା ବନ୍ଦ ଡାକରା ଦେଲା ରାଜ୍ୟ କଂଗ୍ରେସ । ମମିତା ମେହେର ହାତ୍ୟାକାଣ୍ଡରେ ସଂପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବନ୍ଦ ଡାକରା ଦେଇଛି କଂଗ୍ରେସ ।

ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ନିଷ୍ପତ୍ତି ମୁତାବକ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ । ରାଜ୍ୟ ସରକାର ଅପରାଧି ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପ୍ରତିବାଦରେ ଓ ସୁରକ୍ଷା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆସନ୍ତା ନଭେମ୍ବର ୧୨ ତାରିଖ ଓଡ଼ିଶା ବନ୍ଦ ପାଇଁ ଡାକରା ଦିଆଯାଇଛି । ସକାଳ ୬ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ୬ ଘଣ୍ଟା ବ୍ୟାପି ଏହି ବନ୍ଦ କରାଯିବ । ରାଜ୍ୟବାସୀ କଂଗ୍ରେସର ଏହି ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ନିବେଦନ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.