ETV Bharat / city

ଅସୁସ୍ଥ ପ୍ରଦୀପ୍ତ, ଆଶୁ ଆରୋଗ୍ୟ କାମନା କଲେ ସୁର

author img

By

Published : May 6, 2021, 1:05 PM IST

ଅସୁସ୍ଥ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

ଅସୁସ୍ଥ ପ୍ରଦୀପ୍ତ, ଆଶୁ ଆରୋଗ୍ୟ କାମନା କଲେ ସୁର
ଅସୁସ୍ଥ ପ୍ରଦୀପ୍ତ, ଆଶୁ ଆରୋଗ୍ୟ କାମନା କଲେ ସୁର

ଭୁବନେଶ୍ବର: କୋରୋନାରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ ବର୍ତ୍ତମାନ ଏମ୍ସ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ଏ ସମ୍ପର୍କରେ ସୁର ପ୍ରତିକ୍ରିୟା ରଖି କହିଛନ୍ତି ଯେ, "ସେ ଜଣେ ଭଲ, ସରଳ ଓ ଜ୍ଞାନୀ ଲୋକ । ତୁରନ୍ତ ଭଗବାନ ତାଙ୍କୁ ସୁସ୍ଥ କରିଦିଅନ୍ତୁ" କହି ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଜନସାଧାରଣଙ୍କ ଆର୍ଶୀବାଦ ସହିତ ସେ ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ସୂଚନା ଅନୁସାରେ କୋଭିଡରେ ଆକ୍ରାନ୍ତ ପରେ ନିଜେ ଟ୍ବିଟର ଜରିଆରେ ସୂଚନା ଦେବା ସହ ହୋମ ଆଇସୋଲେସନରେ ଥିଲେ ଏବଂଏପ୍ରିଲ ୨୦ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.