ETV Bharat / city

ରାଜରାସ୍ତାରେ କମ୍ପ୍ୟୁଟର ସଂଯୋଜକ - କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀ

ରାଜ୍ୟ ସରକାର ଛଟେଇ କରିଥିବା କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାକିରୀରେ ପୁନଃ ନିଯୁକ୍ତି ପାଇଁ ସ୍ମାର୍ଟସିଟିର ରାଜ ରାସ୍ତାରେ ହଜାର ହଜାର କମ୍ପ୍ୟୁଟର ସଂଯୋଜକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 31, 2019, 7:55 PM IST

ଭୁବନେଶ୍ବର: ସ୍ମାର୍ଟସିଟିର ରାଜ ରାସ୍ତାକୁ ଘେରିଲେ ହଜାର ହଜାର କମ୍ପ୍ୟୁଟର ସଂଯୋଜକ । କିଛି ମାସ ପୂର୍ବରୁ ଧାରଣରେ ବସି ଥିବା ଏହି କମ୍ପ୍ୟୁଟର ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଚାକିରୀରୁ ଛଟେଇ କରି ଥିଲେ। ଯାହା ଫଳରେ ହଜାର ହଜାର କମ୍ପ୍ୟୁଟର ଶିକ୍ଷକ ନିଜର ଚାକିରୀ ଚାଲିଯିବାରୁ ଏବେ ବେସାହାରା ହୋଇ ବସିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସରକାର ଏକ ଛଳନା କରି ଏଭଳି କାମ କରିଥିବାର ଅଭିଯୋଗ ଆଣି ଆଜି ରାଜରାସ୍ତାରେ ଗର୍ଜନ କରିଥିଲେ କମ୍ପ୍ୟୁଟର ଶିକ୍ଷକ । ରାଜ୍ୟ ସରକାର ଯଥାଶୀଘ୍ର ସମସ୍ତ 4 ହଜାର ଛଟେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଚାକିରୀରେ ପୁନଃ ନିଯୁକ୍ତି ଦେବା ସହ ଠିକା ସଂସ୍ଥାକୁ ନ ଦେଇ ସରକାରୀ ମାନ୍ୟତା ଦିଅନ୍ତୁ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ଦାବି ଜଣାଇଥିଲେ ।

ବର୍ତ୍ତମାନର ଯେଉଁ କମ୍ପ୍ୟୁଟର ସଂଯୋଜକ ପଦବୀ ରହିଛି ତାକୁ କମ୍ପ୍ୟୁଟର ଶିକ୍ଷକରେ ପରିଣତ କରାଯାଉ ବୋଲି ଆଜି ସଙ୍ଘ ରାଜରାସ୍ତାରେ ଦାବି ରଖିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆମକୁ ଆମ ଚାକିରୀ ଦିଅ , ନ ହେଲେ ସରକାର ତୁମେ ରାଜ୍ୟ ଛାଡ: ଆଇ ସି ଟି ବିଦ୍ୟାଳୟ ସଂଯେଜକBody:ଆମକୁ ଆମ ଚାକିରୀ ଦିଅ , ନ ହେଲେ ସରକାର ତୁମେ ରାଜ୍ୟ ଛାଡ: ଆଇ ସି ଟି ବିଦ୍ୟାଳୟ ସଂଯେଜକ
ଆଜି ସ୍ମାର୍ଟ ସିଟି ର ରାଜ ରାସ୍ତା କୁ ଘେରିଲେ ହଜାର ହଜାର କମ୍ପୁଟର ସଂଯୋଜକ। କିଛି ମାସ ପୂର୍ବରୁ ଧାରଣ ରେ ବସି ଥିବା ଏହି କମ୍ପୁଟର ଶିକ୍ଷକ ମାନକୁ ଚାକିରୀ ରୁ ଛଟେଇ କରି ଥିଲେ। ଯାହା ଫଳ ରେ ହଜାର ହଜାର କମ୍ପୁଟର ଶିକ୍ଷକ ଙ୍କ ନିଜର ଚାକାରୀ ଚାକିରୀ ଚାଲିଯିବାରୁ ଏବେ ବେସାହାରା ହୋଇ ବସିଛନ୍ତି। ସରକାର ଏକ ଛଳନା କରି ଏଭଳି କାମ କରିଥିବାର ଅଭିଯୋଗ ଆଜି ଆଜି ରାଜ ରାସ୍ତା ରେ ଗର୍ଜନ କରିଥିଲେ କମ୍ପୁଟର ଶିକ୍ଷକ। ରାଜ୍ୟ ସରକାର ଯଥା ଶୀଘ୍ର ସମସ୍ତ 4 ହଜାର ଚଟେଇ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଚାକିରୀ ରେ ପୁନଃ ନିଯୁକି ଦିଅନ୍ତୁ, ଠିକା ସଂସ୍ଥା କୁ ନ ଦେଇ ସରକାରୀ ମାନ୍ୟତା ଦିଅନ୍ତୁ, ତାଙ୍କ ବର୍ତ୍ତମାନ ର ଯେଉଁ ପଦବୀ ରହିଛି କମ୍ପୁଟର ସଂଯୋଜକ ତାକୁ କମ୍ପୁଟର ଶିକ୍ଷକ ରେ ପରିଣତ କରାଯାଉ ବୋଲି ଆଜି ସଙ୍ଘ ରାଜରାସ୍ତା ରେ ଦାବି ରଖିଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.