ETV Bharat / city

କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ତତ୍ପର ସରକାର, ଗଠନ ହେବ ଅଡିଟ କମିଟି

ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟା ମଧ୍ୟରେ କୋଭିଡ ଚିକିତ୍ସାରେ ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ସୁଧାରିବାକୁ ନେଇ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

author img

By

Published : Oct 11, 2020, 8:00 AM IST

କୋଭିଡ ଚିକିତ୍ସା ଓ ମୃତ୍ୟୁ ଜନିତ ମାମଲାର ଅଡିଟ ପାଇଁ କମିଟି ଗଠନ

ଭୁବନେଶ୍ବର: ରାଜ୍ୟରେ କୋଭିଡ ହସ୍ପିଟାଲରେ ଚିକିତ୍ସାକୁ ନେଇ ଅନେକ ସମୟରେ ଆଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଅବହେଳାର କଥା ଉଠିଛି। ରୋଗୀ ମୃତ୍ୟୁକୁ ନେଇ ଅନେକ କଥା ଆଲୋଚନା ହେଉଛି । ଏସବୁ ଦାଗ ଲିଭାଇବାକୁ ଯୋଜନା କରିଛନ୍ତି ସରକାର।

ଜିଲ୍ଲା ସ୍ତରରେ ଏନେଇ ଏକ କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ଓ ମୁନିସିପାଲିଟି କ୍ଷେତ୍ରରେ କମିଶନର ଏହି କମିଟି ମୁଖ୍ୟ ରହିବେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ଅଫିସର, ଆଇସିୟୁ ଡାକ୍ତର, ସଭ୍ୟ ରହିବେ। କମିଟି ପ୍ରତିଟି କେସ ଅନୁଧ୍ୟାନ କରିବ। ସବୁ ରେକର୍ଡ ଯାଞ୍ଚ କରି ଟିକନିକ ରିପୋର୍ଟ ଦେବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.