ETV Bharat / city

ବିପୁଳ ପରିମାଣର ଟଙ୍କା ଓ ସୁନା ବିସ୍କୁଟ ଜବତ - କମିସନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

ଅଭିନବ ଉପାୟରେ ଟଙ୍କା ଲୁଟୁଥିବା ଗ୍ୟାଙ୍ଗର 3 ସଦସ୍ୟଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଡବଲ ଟଙ୍କାର ଲୋଭ ଦେଖାଇ ଅସଲି ନୋଟ ବଦଳରେ ଦେଉଥିଲେ ନକଲି ନୋଟ । ଅଧିକ ପଢନ୍ତୁ...

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ
author img

By

Published : Sep 20, 2019, 3:52 PM IST

Updated : Sep 20, 2019, 7:20 PM IST

ଭୁବନେଶ୍ବର: କମିସନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ। ଅଭିନବ ଉପାୟରେ ଲୁଟୁଥିଲେ ଟଙ୍କା। ଡବଲ ଟଙ୍କାର ଲୋଭ ଦେଖାଇ ଅସଲି ନୋଟ ବଦଳରେ ଦେଉଥିଲେ ନକଲି ଟଙ୍କା।

ବିପୁଳ ପରିମାଣର ଟଙ୍କା ଓ ସୁନା ବିସ୍କୁଟ ଜବତ

ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ। ମାଷ୍ଟରମାଇଣ୍ଡ ପ୍ରଭାତ ସାହୁ ଗିରଫ ପରେ ଜବତ ହୋଇଛି ପୁଳା ପୁଳା ଟଙ୍କା ଓ ବିପୁଳ ପରିମାଣର ସୁନା ବିସ୍କୁଟ ।

ତେବେ ୭ଲକ୍ଷ ୨୬ ହଜାର ଅସଲି ନୋଟ ଜବତ ହୋଇଥିବା ବେଳେ ବିପୁଳ ପରିମାଣର ନକଲି ନୋଟ ଜବତ ହୋଇଛି। ଯେଉଁଥିରେ ୧୦୦, ୨୦୦, ୫୦୦ ଏବଂ ୨ହଜାର ଟଙ୍କିଆ ନୋଟ ରହିଥିବା ଦେଖିବାକୁ ମିଳିଛି। ତେବେ ମାଷ୍ଟରମାଇଣ୍ଡ ପ୍ରଭାତ ସାହୁର ଘର ଜଗତସିଂହପୁର ବୋଲି ଜଣାପଡିଛି । ପୁର୍ବରୁ ପ୍ରଭାତର ଦୁଇ ସହଯୋଗୀ ପ୍ରଦିପ ମାଇତି, ରାଜେନ୍ଦ୍ର କୁମାରକୁ ଗିରଫ କରିଥିଲା କମିସନରେଟ ପୋଲିସ।

ଝାରଖଣ୍ଡର ଜଣେ ବ୍ୟକ୍ତି ସହ ଡିଲ ବେଳେ ଧରାପଡିଛି ଏହି ଗ୍ୟାଙ୍ଗ।

ଭୁବନେଶ୍ବରରୁ ତାପସ ପରିଡା ଇଟିଭି ଭାରତ

Intro:ପୁଡିଆ ଭିତରେ ପୁଳା ପୁଳା ଟଙ୍କା,
ପୋଲିସ ହାତରେ ଅଭିନବ ଲୁଟେରା
Body:
କମିସନରେଟ ପୋଲିସ ହାତରେ ଅଭିନବ ଲୁଟେରା।ଅଭିନବ ଉପାୟରେ ଲୁଟୁଥିଲେ ଟଙ୍କା।ପଇସ ଡବଲ ର ଲୋଭ ଦେଖାଇ ଅସଲି ନୋଟ ବଦଳରେ ଦେଉଥିଲେ ନକଲି ଟଙ୍କା। ଏମିତି ଏକ ଗ୍ଯାଙ୍ଗକୁ ଗିରଫ କରିଛି ପୋଲିସ।ମାଷ୍ଟରମାଇଣ୍ଡ ପ୍ରଭାତ ସାହୁ ଗିରଫ ପରେ ଜବତ ହୋଇଛି ପୁଳା ପୁଳା ଟଙ୍କା।ତା ସହିତ ସୁନା ବିସ୍କୁଟ।ତେବେ ଅସଲି ୭ଲକ୍ଷ ୨୬ ହଜାର ଜବତ ହୋଇଥିବା ବେଳେ ନକଲି ବିପୁଳ ପରିମାଣର ନୋଟ ଜବତ ହୋଇଛି।ଯେଉଁଥିରେ ରହିଛି ୧୦୦,୨୦୦,୫୦୦,୨ହଜାର ଟଙ୍କିଆ ନୋଟ। ତେବେ ମାଷ୍ଟରମାଇଣ୍ଡ ପ୍ରଭାତ ସାହୁର ଖର ଜଗତସିଂହପୁର ବୋଲି ଜଣାପଡିଛି ।ପୁର୍ବରୁ ଏହାର ଦୁଇ ସହଯୋଗି ପ୍ରଦିପ ମାଇତି,ରାଜେନ୍ଦ୍ର କୁମାରକୁ ଗିରଫ କରିଥିଲା କମିସନରେଟ ପୋଲିସ।ତେବେ ଝାରଖଣ୍ଡର ଜଣେ ଲୋକଙ ସହ ଡିଲ ବେଳେ ଧରାପଡିଛି ଏହି ଗ୍ଯାଙ୍ଗ।Conclusion:
Last Updated : Sep 20, 2019, 7:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.